Below header
Browsing Tag

collapse rengali cenal

ଭାଙ୍ଗିଲା ରେଙ୍ଗାଳି ଭାଇପୁର ଶାଖା କେନାଲ, ସୃଷ୍ଟି ହୋଇଛି ୧୦ଫୁଟର ଘାଇ

ଢେଙ୍କାନାଳ(କେନ୍ଯୁଜ୍) : ଭାଙ୍ଗିଲା କେନାଲ। ଢେଙ୍କାନାଳ କାମାକ୍ଷାନଗର ବାଇସିଙ୍ଘ ଗାଁରେ ଭାଙ୍ଗିଲା ରେଙ୍ଗାଳି ଭାଇପୁର ଶାଖା କେନାଲ। କେନାଲ ଭାଙ୍ଗି ୧୦ଫୁଟର ଘାଇ ସୃଷ୍ଟି ହୋଇଛି। କେନାଲ ପାଣି ଆସି ଗାଁ ଜଳମଗ୍ନ ହୋଇଯାଇଛି। ଫଳରେ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ସେପଟେ ଗାଁରେ…