Below header
Browsing Tag

colorado

ପର୍ବତ ଉପରେ ମାଲିକର ମୃତଦେହକୁ ଜଗି ବସିଥିଲା ବିଶ୍ୱସ୍ତ କୁକୁର ‘ଫିନି’, ୧୦ ସପ୍ତାହ ପରେ ଜୀବିତ ଉଦ୍ଧାର

ମଣିଷ ଓ କୁକୁରର ସମ୍ପର୍କ କାହାକୁ ବା ନ ଜଣା। କୁହାଯାଏ, କୁକୁର ହିଁ ମଣିଷର ଅତି ବିଶ୍ୱସନୀୟ ବନ୍ଧୁ ହୋଇଥାଏ। ଆଜି କି କାଲି ନୁହେଁ, ଦଶନ୍ଧି ଧରି ଏହି ନିରୀହ ପ୍ରାଣୀ ମଣିଷ ପ୍ରତି ନିଜର ପ୍ରତିବଦ୍ଧତା ଦେଖାଇ ଆସିଛି। ନିକଟରେ କଲୋରାଡୋରେ ଘଟିଥିବା ଏକ ଘଟଣା ଆପଣଙ୍କ ଆଖିରେ ଲୁହ ଭରିଦେବ…

ଧୀରେ ଧୀରେ ପଥର ପାଲଟି ଯାଉଛି ୧୦ ବର୍ଷର ଶିଶୁ !

୧୦ ବର୍ଷର ବାଳକ । ଯେଉଁ ବୟସରେ ପିଲାଟି ଖେଳ ବୁଲ କରିବା କଥା ସେହି ସମୟରେ ଈଶ୍ୱର ତା ପାଇଁ ନିଷ୍ଠୁର ହୋଇଯାଇଛନ୍ତି । କୋଲାରେଡୋ ରହୁଥିବା ଏହି ବାଳକ ଦେହରେ ଦେଖିବାକୁ ମିଳିଛି ଏକ ବିରଳ ରୋଗ । ଯେଉଁଥିରେ ପିଲାଟିର ଚର୍ମ ଗୁଡିକ ଟାଣ ହେବା ସହିତ ଶରୀର ଧୀରେ ଧୀରେ ପଥରରେ ପରିଣତ ହୋଇଯାଉଛି ।…