Browsing Tag

commercial lpg cylinder

ନୂଆବର୍ଷ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼, ବଢ଼ିଲା LPG ସିଲିଣ୍ଡର ଦାମ୍

ନୂଆଦିଲ୍ଲୀ : ନୂଆବର୍ଷ ଆରମ୍ଭ ହୋଇଛି । ବର୍ଷ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼ । ୧୧୧ ଟଙ୍କା ବଢ଼ିଲା କମର୍ସିଆଲ LPG ସିଲିଣ୍ଡର । ନୂଆଦିଲ୍ଲୀରେ କମର୍ସିଆଲ ସିଲିଣ୍ଡର ଦର ୧୬୯୧ ଟଙ୍କାକୁ ବୃଦ୍ଧି ହୋଇଛି । ଘରୋଇ LPG ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି । ରାଜଧାନୀ ଦିଲ୍ଲୀରେ ଏକ…

ଆଜିଠାରୁ ଲାଗୁ ହେଲା ନୂଆ ନିୟମ, ମାସ ଆରମ୍ଭରୁ କମିଲା LPG ସିଲିଣ୍ଡର ଦାମ୍

ମାସ ଆରମ୍ଭରୁ ଗ୍ରାହକଙ୍କ ପାଇଁ ଖୁସି ଖବର। କମିଲା ଏଲପିଜି ସିଲିଣ୍ତର ଦର। ଆଜିଠାରୁ ଲାଗୁ ହେଲା ନୂଆ ନିୟମ । ଯାହା ଗ୍ରାହକ ଏବଂ ଛୋଟ ବ୍ୟବସାୟୀଙ୍କୁ ଆଶ୍ବସ୍ତି ଦେଇଛି । ଆଜିଠାରୁ ସାରା ଦେଶରେ କମର୍ସିଆଲ ଏଲପିଜି ସିଲିଣ୍ତରର ମୂଲ୍ୟ ୧୦ଟଙ୍କା ହ୍ରାସ ପାଇଛି । ଗୋଟିଏ ମାସ ପୂର୍ବରୁ ଏହି…

ମାସ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ୱସ୍ତି, ୫୧ ଟଙ୍କା କମିଲା ଏଲପିଜି ସିଲିଣ୍ଡର ଦାମ୍

ମାସ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ୱସ୍ତି । ଏଲପିଜି ଗ୍ୟାସ ସିଲିଣ୍ଡରକୁ ଦାମ୍ କମିଛି । ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୫୧ ଟଙ୍କା ହ୍ରାସ ପାଇଛି ।  ଆଜିଠୁ ଏହି ନୂଆ ଦର ଲାଗୁହେବ ।  କିନ୍ତୁ, ଏହି ହ୍ରାସ କେବଳ ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରରେ କରାଯାଇଛି । ଦିଲ୍ଲୀରେ ୧୯…

କମର୍ସିଆଲ୍ LPG ସିଲିଣ୍ଡର ହେଲା ଶସ୍ତା, ଜାଣନ୍ତୁ ଦାମ୍

ଆଜି ଅର୍ଥାତ୍ ୧ ଅଗଷ୍ଟ ୨୦୨୫ ଠାରୁ ଦେଶରେ କମର୍ସିଆଲ୍ LPG ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି । ହେଲେ, ୧୪.୨ କିଲୋଗ୍ରାମ ଘରୋଇ LPG ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅର୍ଥାତ୍, ଘରୋଇ ଗ୍ରାହକମାନଙ୍କୁ ବର୍ତ୍ତମାନ କୌଣସି ଆଶ୍ୱସ୍ତି ମିଳିନାହିଁ । ଆଜିଠାରୁ, ଦେଶରେ…

ମାସ ଆରମ୍ଭରୁ ଖୁସି ଖବର, କମିଲା ଏଲପିଜି ସିଲିଣ୍ଡର ଦାମ୍

ମାସ ଆରମ୍ଭରୁ ଖୁସି ଖବର । ଦରଦାମରୁ ମିଳିଲା ଆଶ୍ୱସ୍ତି । କମିଲା ଗ୍ୟାସ ଦର । ତୈଳ ମାର୍କେଟିଂ କମ୍ପାନୀ ୧୯ କେଜି କର୍ମସିଆଲ ଏଲପିଜି ସିଲିଣ୍ଡର ଦାମ୍ ହ୍ରାସ ପାଇଛି । ଆଜିଠୁ ଏହି ନୂଆ ଦର ଲାଗୁହେବ । ୧୯କେଜି କମର୍ସିଆଲ ଗ୍ୟାସ ଦର ପ୍ରାୟ ୬୦ ଟଙ୍କା ଶସ୍ତା ହୋଇଛି । ଘରୋଇ ସିଲିଣ୍ଡର…

ଆଜିଠୁ ଆରମ୍ଭ ନୂଆ ଆର୍ଥିକ ବର୍ଷ : ପ୍ରଥମ ଦିନରେ କମିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍

ଶସ୍ତା ହେଲା LPG ସିଲିଣ୍ଡର । ୪୧ ଟଙ୍କା ଶସ୍ତା ହେଲା କର୍ମସିଆଲ ଗ୍ୟାସ ସିଲିଣ୍ଡର । ଆଜିଠୁ ନୂଆ ଦର ଲାଗୁ ହେବ । ଅଏଲ ମାର୍କେଟିଙ୍ଗ କମ୍ପାନୀ ଦ୍ବାରା ୧୯କେଜି କର୍ମସିଆଲ ଗ୍ୟାସ ସିଲିଣ୍ଡର ଦାମ କମାଯାଇଛି । ଦିଲ୍ଲୀରୁ ମୁମ୍ବାଇ ଏବଂ ଚେନ୍ନାଇ ପର୍ଯ୍ୟନ୍ତ ଗ୍ୟାସ ସିଲିଣ୍ଡର ମୂଲ୍ୟ ହ୍ରାସ…

ନୂଆବର୍ଷରେ ଗ୍ରାହକଙ୍କୁ ଉପହାର, ଶସ୍ତା ହେଲା ଏଲପିଜି ସିଲିଣ୍ଡର ଦାମ୍

ନୂଆବର୍ଷରେ ଗ୍ରାହକଙ୍କ ପାଇଁ ଖୁସି ଖବର । କମିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର । ଆଜିଠାରୁ ଅର୍ଥାତ୍ ଜାନୁଆରୀ ୧ ତାରିଖରୁ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦର କମିଛି । ଏଲପିଜି ସିଲିଣ୍ଡରର ମୂଲ୍ୟ ୧୪.୫୦ ଟଙ୍କା ହ୍ରାସ ପାଇଛି । ତେବେ ଘରୋଇ ସିଲିଣ୍ଡର ଦର ପୂର୍ବଭଳି…

ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟ୍‌କା, ବଢିଲା ଗ୍ୟାସ ସିଲିଣ୍ଡର ଦାମ୍‌

ଅଗଷ୍ଟ ଆରମ୍ଭରୁ ଗ୍ରାହକଙ୍କୁ ଝଟକା ଲାଗିଛି । ପୁଣି ଲୋକଙ୍କୁ ମହଙ୍ଗା ଛାଟ୍‌ । ପନିପରିବା ଦାମ୍‌ ହୁ ହୁ ବଢୁଥିବା ବେଳେ ପୁଣି ଗ୍ୟାସ୍‌ ଦାମ୍‌ ବଢିଛି । ସାଧାରଣ ଗ୍ରାହକଙ୍କ ପକେଟ ଉପରେ ଏହାର ପ୍ରଭାବ ପଡିଛି । ଏବେ ମହଙ୍ଗା ହେଲା ଗ୍ୟାସ୍‌ ସିଲିଣ୍ଡର । ବଢିଲା ରୋଷେଇ ଗ୍ୟାସ ସିଲିଣ୍ଡର…

ମାସ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ୱସ୍ତି, କମିଲା ଏଲପିଜି ସିଲିଣ୍ଡର ଦାମ୍‌

ଜୁଲାଇ ମାସ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ୱସ୍ତି । କମିଲା କର୍ମସିଆଲ ଏଲପିଜି ସିଲିଣ୍ଡର ଦାମ୍‌ । ଆଜି ଦିଲ୍ଲୀରେ ସିଲିଣ୍ଡର ୩୦ ଟଙ୍କା ଶସ୍ତା ହୋଇଛି । ଦିଲ୍ଲୀରେ ୧୬୭୬ ଟଙ୍କାରେ ମିଳୁଥିବା ସିଲିଣ୍ଡର ଏବେ ୧୬୪୬ ଟଙ୍କାରେ ଗ୍ରାହକଙ୍କୁ ମିଳିବ । କୋଲକାତା ଏବଂ ମୁମ୍ବାଇ, ଚେନ୍ନାଇରେ ୩୧…

ମାସ ଆରମ୍ଭରୁ ମହଙ୍ଗା ମାଡ଼ରୁ ଆଶ୍ୱସ୍ତି, କମିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌

ନୂଆଦିଲ୍ଲୀ : ମେ ମାସ ଆରମ୍ଭରୁ ମହଙ୍ଗା ମାଡ଼ରୁ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି । କମିଲା ଗ୍ୟାସ ଦର । ତୈଳ ମାର୍କେଟିଂ କମ୍ପାନୀଗୁଡିକ ଲଗାତାର ଦ୍ୱିତୀୟ ମାସ ପାଇଁ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି । ଦିଲ୍ଲୀ ଠାରୁ ମୁମ୍ବାଇ ପର୍ଯ୍ୟନ୍ତ ୧୯ କିଲୋଗ୍ରାମ ଗ୍ୟାସ୍ ସିଲିଣ୍ଡର ଆହୁରି…

ମାର୍ଚ୍ଚ ଆରମ୍ଭରୁ ବଡ଼ ଝଟକା, ପୁଣି ଥରେ ବଢ଼ିଲା କମର୍ସିଆଲ୍ ଏଲପିଜି ସିଲିଣ୍ଡର ମୂଲ୍ୟ

ନୂଆଦିଲ୍ଲୀ : ମାର୍ଚ୍ଚର ମାସର ପ୍ରଥମ ଦିନରୁ ସାଧାରଣ ଲୋକଙ୍କୁ ଲାଗିଲା ଝଟକା । ପୁଣି ଥରେ ବଢ଼ିଲା କମର୍ସିଆଲ୍ ଏଲପିଜି ସିଲିଣ୍ଡର ମୂଲ୍ୟ । ଆଜିଠାରୁ ଲାଗୁ ହୋଇଛି ନୂଆ ଦର । ନୂଆ ଦର ଅନୁଯାୟୀ, କମର୍ସିଆଲ୍ ଏଲପିଜି ସିଲିଣ୍ଡର ମୂଲ୍ୟ ରାଜଧାନୀ ଦିଲ୍ଲୀରେ ୨୫ ଟଙ୍କା, ମୁମ୍ବାଇରେ ୨୬ ଟଙ୍କା…

ବଜେଟ ପୂର୍ବରୁ ଝଟକା, ବଢିଲା ଏଲପିଜି ସିଲିଣ୍ଡର ଦାମ୍‌

ଆଜି ସଂସଦରେ ବଜେଟ ଉପସ୍ଥାପନା କରାଯିବ । ଏହା ପୂର୍ବରୁ ଦେଶରେ ବଢିଛି ଗ୍ୟାସ ଦର । ଅଏଲ ମାର୍କେଟିଂ କମ୍ପାନୀ ୧୯ କିଗ୍ରା କର୍ମସିଆଲ ଗ୍ୟାସ ସିଲିଣ୍ଡର ମହଙ୍ଗା ହୋଇଛି । ଆଇଓସିଏଲ େଓ୍ଵବସାଇଟ ମୁତାବକ, କର୍ମସିଆଲ ଗ୍ୟାସ ସିଲିଣ୍ଡର ଦାମ୍‌ ୧୪ ଟଙ୍କା ବୃଦ୍ଧି ପାଇଛି । ଏହି ଦର ଆଜିଠାରୁ ଲାଗୁ…