Below header
Browsing Tag

company offer

କମ୍ପାନୀ ଦେଲା ଅଦ୍ଭୁତ୍‌ ଅଫର୍‌, କିନ୍ତୁ ଲୋକ ଗୋଆ ଟ୍ରିପ୍‌ ବଦଳରେ ବାଛିନେଲେ ମାଗଣା ପିଆଜ

ପାକିସ୍ତାନରେ ଜଣେ ବଧୂ ଟମାଟର ଜୁଏଲାରୀ ପିନ୍ଧିବା ଖବର ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିଲା। ଏବେ ଆଉ ଏକ ଖବର ଟ୍ରେଣ୍ଡରେ ଚାଲିଛି। ଏବେ ଆଉ ଏକ କୌତୁହଳ ଖବର ସାମ୍ନାକୁ ଆସିଛି। ଯେଉଁଠି ଗୋଟେ କମ୍ପାନୀ ତା’ର କଷ୍ଟମରମାନଙ୍କ ପାଇଁ ଗୋଆ ଟ୍ରିପ୍‌ ଅଫର ଦେଇଥିବା ବେଳେ, ସେମାନେ ଏହାକୁ…