Browsing Tag

congress bhai

ମୟୂରଭଞ୍ଜ ଶିରାକୁଳି ଗାଁର କଂଗ୍ରେସ ଭାଇଙ୍କ ‘ମୁଠାଏ ଚାଉଳ’

ଏମିତି କିଛି ବ୍ୟକ୍ତି ଥାନ୍ତି ଯାହାଙ୍କ କର୍ମ ହିଁ ତାଙ୍କର ପରିଚୟ । ଆମେ ଏମିତିରେ କହୁ, ଏଭଳି ଲୋକଙ୍କ ପାଇଁ ଦୁନିଆ ଚାଲିଛି । ଆସନ୍ତୁ ଜାଣିବା ସେହିଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ ।ନିଜେ ବିବାହ କରିନାହାନ୍ତି । ହେଲେ ଅନେକ ଅନାଥ ଶିଶୁଙ୍କର ହୋଇ ପାରିଛନ୍ତି ବାପା । ମାନବ ସେବା ହିଁ ମାଧବ…