ଆପ୍ କର୍ମୀଙ୍କୁ ଚାପୁଡ଼ା ମାରିଲେ କଂଗ୍ରେସର ମହିଳା ନେତ୍ରୀ! ଦେଖନ୍ତୁ ଭିଡିଓ
ନିର୍ବାଚନ ପାଇଁ ଦିଲ୍ଲୀ ରାଜନୀତି ହୋଇଛି ସରଗରମ। କଂଗ୍ରେସର ଅଳକା ଲାମ୍ବା ଆମ୍ ଆଦମୀ ପାର୍ଟିର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଚାପୁଡ଼ା ମାରି ଚର୍ଚ୍ଚାକୁ ଆସିଛନ୍ତି। ଆଜି ଉତ୍ତର ଦିଲ୍ଲୀର ମଜନୁର ଟିଲାରେ ଏକ ମତଦାନ କେନ୍ଦ୍ର ବାହାରେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ…