ସଂନ୍ଧ୍ୟାରେ ଚା ସହିତ ନିଅନ୍ତୁ ଟେଷ୍ଟୀ ଧନିଆ କଟଲେଟର ମଜା, ସ୍ୱାଦ ଏକଦମ୍ ଜବରଦସ୍ତ
ଏବେର କରୋନା କାଳରେ ଲୋକମାନେ ବଜାରୁ କିଛିବି ଜିନିଷ ଖାଇବା ମଧ୍ୟ ବିପଦଜନକ ହୋଇପାରେ। ଏଥିପାଇଁ ଘରେ ହିଁ କିଛି ସ୍ପେଶାଲ ଖାଦ୍ୟ ବନାଇ ପୂରା ବଜାର ଭଳି ସ୍ୱାଦ ନେଇପାରିବେ। ଏମିତିରେ ଅନେକ ଲୋକଙ୍କ ମନରେ ବଜାର ଭଳି ଧନିଆ କଟଲେଟ ଖାଇବାକୁ ଇଚ୍ଛା ହୋଇଥାଏ। ଏଥିପାଇଁ ଆଜି ଆପଣଙ୍କ ପାଇଁ ଧନିଆ…