Below header
Browsing Tag

corona america death

୨୪ ଘଣ୍ଟାରେ ଆମେରିକାରେ ସାମ୍ନାକୁ ଆସିଲା ୨୫ ହଜାର ନୂଆ କେସ୍, ଏବେ ଯାଏଁ ଗଲାଣି ୬୦ ହଜାର ଜୀବନ

କରୋନା ଭାଇରସର ପ୍ରଭାବ ଏବେ ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ଦେଖିବାକୁ ମିଳିଛି। ଆମେରିକାରେ ପ୍ରତିଦିନ କରୋନା ସଂକ୍ରମଣ ଯୋଗୁ ହଜାର ହଜାର ଲୋକଙ୍କ ପ୍ରାଣ ଯାଉଛି। ଏଠାରେ ଏବେ ପର୍ଯ୍ୟନ୍ତ ପ୍ରାୟ ୧୦ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୨୫,୪୦୯…