ନିର୍ଭୟା ମାମଲାର ଶୁଣାଣି ଅବସରରେ ଜଜ୍ କହିଲେ, ‘ଆଇନ୍ ବଞ୍ଚିବାକୁ ଅନୁମତି ଦେଉଥିବାରୁ ଫାଶୀ ଦେବା ପାପ ହେବ’
ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ନିର୍ଭୟା ଦୋଷୀଙ୍କ ବିରୋଧରେ ଡେଥ୍ ଓ୍ଵାରେଣ୍ଟ ଜାରି କରିବାକୁ ମନା କରିଦେଇଛନ୍ତି। ଏନେଇ ଦିଆଯାଇଥିବା ପିଟିସନ୍କୁ ଖାରଜ କରି କୋର୍ଟ କହିଛନ୍ତି ଯେ ଯଦି ଆଇନ୍ ଦୋଷୀଙ୍କୁ ବଞ୍ଚିବାକୁ ଅନୁମତି ଦେଉଛି ତେବେ ତାଙ୍କୁ ଫାଶୀ ଦେବା ପାପ।
ସୂଚନାଯୋଗ୍ୟ…