Below header
Browsing Tag

covid care

କୋରାପୁଟ: ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ନିଯୁକ୍ତ ହେଲେ ୨୦ ଜଣ ନୂଆ ଡାକ୍ତର

କୋରାପୁଟ(କେ ନ୍ୟୁଜ):  କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ୨୦ ଜଣ ନୂଆ ଡାକ୍ତର ଅବସ୍ଥାପିତ ହୋଇଛନ୍ତି। ବ୍ରହ୍ମପୁର ମେଡିକାଲ କଲେଜର ୨୦ ଜଣ ଡାକ୍ତରଙ୍କୁ ଏଠାରେ ଅବସ୍ଥାପିତ କରାଯାଇଛି। କୋଭିଡ ପରିଚାଳନା ପାଇଁ ଡାକ୍ତରମାନଙ୍କୁ ନିୟୋଜିତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ…

କରୋନାର ନୂଆଷ୍ଟ୍ରେନର ନୂଆ ଲକ୍ଷଣ ପ୍ରଥମ ସପ୍ତାହରେ ହେଉଛି ଘାତକ

କରୋନାର ଦ୍ୱିତୀୟ ଲହରୀ ଏବେ ସମସ୍ତଙ୍କୁ ଭୟଭୀତ କଲାଣି। ଏହାର ପ୍ରଭାବ ପୂର୍ବ ଅପେକ୍ଷା ଅଧିକ ରହିବ ବୋଲି ଶୁଣାଯାଉଛି। ସଂକ୍ରମଣର ମାତ୍ରା ଏଥର ଅଧିକ। ହେଲ୍ଥ ମିନିଷ୍ଟ୍ରି ସୂଚନା ଅନୁସାରେ ଦେଶର ୧୮ଟି ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନ ଆରମ୍ଭ ହୋଇସାରିଲାଣି। ହେଲେ ଏଥର କରୋନାର ଲକ୍ଷଣ ବହୁ…

ଏଣିକି ପ୍ରତି ପଞ୍ଚାୟତରେ କୋଭିଡ଼ କେୟାର ହୋମ୍, ଥଣ୍ଡା,ଜ୍ୱର ଓ କାଶ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ହସ୍ପିଟାଲ ନିଆ ନଯାଇ…

କେନ୍ୟୁଜ୍ (ବ୍ୟୁରୋ): ଏଣିକି ପ୍ରତି ପଞ୍ଚାୟତରେ କୋଭିଡ଼ କେୟାର ହୋମ୍  ବ୍ୟବସ୍ଥା କରାଯିବ। ଏଥିରେ ୧୦ରୁ ୨୦ ଜଣ ବ୍ୟକ୍ତି ରହିବାର ବ୍ୟବସ୍ଥା କରାଯିବ। ଏହାଦ୍ୱାରା ସାରା ରାଜ୍ୟରେ ଗ୍ରାମାଞ୍ଚଳରେ ପ୍ରାୟ ୭୦ ହଜାର ଲୋକଙ୍କର ରହିବା ପାଇଁ ବ୍ୟବସ୍ଥା ହୋଇପାରିବ। ଥଣ୍ଡା,ଜ୍ୱର ଓ କାଶ ଲକ୍ଷଣ ଥିବା…