କୋରାପୁଟ(କେ ନ୍ୟୁଜ): କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ୨୦ ଜଣ ନୂଆ ଡାକ୍ତର ଅବସ୍ଥାପିତ ହୋଇଛନ୍ତି। ବ୍ରହ୍ମପୁର ମେଡିକାଲ କଲେଜର ୨୦ ଜଣ ଡାକ୍ତରଙ୍କୁ ଏଠାରେ ଅବସ୍ଥାପିତ କରାଯାଇଛି। କୋଭିଡ ପରିଚାଳନା ପାଇଁ ଡାକ୍ତରମାନଙ୍କୁ ନିୟୋଜିତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନିଆଯାଇଛି।