Below header
Browsing Tag

covid survey

ଆସନ୍ତାକାଲିଠାରୁ ରାଜ୍ୟର ଘରେ ଘରେ ହେବ କରୋନା ଯାଞ୍ଚ, ଦୁଆର ଦୁଆର ବୁଲିବେ ଆଶା ଦିଦି ଓ ଅଙ୍ଗନବାଡି କର୍ମୀ

କେନ୍ୟୁଜ୍ (ବ୍ୟୁରୋ): ଆସନ୍ତାକାଲିଠାରୁ ରାଜ୍ୟର ଘରେ ଘରେ ହେବ ସର୍ଭେ। ସବୁ ଗାଁ ଓ ସହରର ବସ୍ତିର ଘରକୁ ଯିବେ ଆଶା ଦିଦି ଓ ଅଙ୍ଗନବାଡୀ କର୍ମୀ। ଯାହାର ବି କୋଭିଡ୍ ଲକ୍ଷଣ ଦେଖାଯିବ ତାର ପରୀକ୍ଷା କରାଯିବ। ଏହି ଅଭିଯାନ ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି…