Browsing Tag

crashes

Hyva Truck Crashes: ଘର ଭିତରକୁ ମାଡ଼ିଗଲା ବାଲି ବୋଝେଇ ହାଇୱା, ଅଳ୍ପକେ ବର୍ତ୍ତିଲେ ଲୋକେ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍‌ର ଆର୍. ଦମୋଦରପଲ୍ଲୀ ଗ୍ରାମରେ ରବିବାର ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ବାଲି ବୋଝେଇ ଏକ ହାଇୱା ଭାରସାମ୍ୟ ହରାଇ ସିଧାସଳଖ ଏକ ବାସଗୃହ ଭିତରକୁ ପଶିଯାଇଥିବାରୁ ଘରଟି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଘଟଣା ସମୟରେ ଘର ଭିତରେ ଲୋକ ଥିଲେ…

Seaplane Crashes: ପଥରରେ ପିଟିହେଲା ସିପ୍ଲେନ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ: ଆମେରିକାର ୱାଶିଂଟନ୍ ରାଜ୍ୟରେ କାନାଡା ସୀମା ନିକଟରେ ଥିବା ଏକ ଦ୍ୱୀପ ପାଖରେ ଗୁରୁବାର ସନ୍ଧ୍ୟାରେ ଏକ ସିପ୍ଲେନ୍ (ପାଣିରେ ଅବତରଣ କରୁଥିବା ବିମାନ) ଦୁର୍ଘଟଣାଗ୍ରସ୍ତ ହୋଇ ପଥରରେ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯାଇଥିଲା । କିନ୍ତୁ ନିକଟରେ ଥିବା ଡଙ୍ଗା…

ଡୋମିନିକାନ୍ ରିପବ୍ଲିକରେ ଜରୁରୀ ଅବତରଣ ବେଳେ ବିମାନ କ୍ରାସ୍ , ୨ ପାଇଲଟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଡୋମିନିକାନ୍ ରିପବ୍ଲିକ୍ ର 'ଲା ରୋମାନା ଆନ୍ତର୍ଜାତୀୟ ବିମାନବନ୍ଦର' ରେ ବିମାନ ଦୁର୍ଘଟଣା । ଏକ 'ଗଲ୍ଫଷ୍ଟ୍ରିମ୍ G200' ପ୍ରାଇଭେଟ୍ ଜେଟ୍ ରନୱେରେ ପିଟି ହେଲା । ଏହାପରେ ବିସ୍ଫୋରଣ ଯୋଗୁଁ ଜଳିପୋଡି ଛାରଖାର ହେଲା । ଏଥିରେ ୨ ପାଇଲଟଙ୍କ ମୃତ୍ୟୁ ହୋଇଛି। ବିମାନଟି ଲା ରୋମାନାରୁ…

ଭାରତୀୟ ସେନା ବିମାନ MIG-29K ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ପାଇଲଟ୍

ନୂଆଦିଲ୍ଲୀ : ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ସେନା ବିମାନ। ଗୋଆ ଉପକୂଳରୁ ନିୟମିତ ବିମାନ ଉଡ଼ାଣ ସମୟରେ ଏକ ଆର୍ମି MIG 29K ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାନ୍ତ୍ରିକ ତ୍ରୁଟି ହେତୁ MIG 29K ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ଭାରତୀୟ ନୌସେନା ସୂଚନା ଦେଇଛି। ତେବେ…