Below header

ଆଇପିଏଲରୁ ପଞ୍ଜାବ ବିଦା: ୬୦ ରନରେ ପଞ୍ଜାବ କିଙ୍ଗସ୍ କୁ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ

ଆଇପିଏଲରୁ ପଞ୍ଜାବ ବିଦା । ବେଙ୍ଗାଲୁରୁ ଆଶା ଉଦଜୀବିତ। ଗୁରୁବାର ଖେଳାଯାଇଥିବା ଆଇପିଏଲର ୫୮ତମ ଲିଗ୍ ମ୍ୟାଚର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୬୦ ରନରେ ପଞ୍ଜାବ କିଙ୍ଗସ୍ କୁ ପରାସ୍ତ କରିଛି। ଏହି ବିଜୟ ସହ ୧୨ଟି ମ୍ୟାଚରୁ ୧୦ ପଏଣ୍ଟ ପାଇ ବେଙ୍ଗାଲୁରୁ ପ୍ଲେ ଅଫ ଦୌଡ଼ରେ ତିଷ୍ଠି ରହିଥିବା ବେଳେ ପଞ୍ଜାବ ୧୨ଟି ମ୍ୟାଚରୁ ୮ ପଏଣ୍ଟ ପାଇ ବିଦା ହୋଇଛି ।

(କେନ୍ୟୁଜ): ଆଇପିଏଲରୁ ପଞ୍ଜାବ ବିଦା । ବେଙ୍ଗାଲୁରୁ ଆଶା ଉଦଜୀବିତ। ଗୁରୁବାର ଖେଳାଯାଇଥିବା ଆଇପିଏଲର ୫୮ତମ ଲିଗ୍ ମ୍ୟାଚର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୬୦ ରନରେ ପଞ୍ଜାବ କିଙ୍ଗସ୍ କୁ ପରାସ୍ତ କରିଛି । ଏହି ବିଜୟ ସହ ୧୨ଟି ମ୍ୟାଚରୁ ୧୦ ପଏଣ୍ଟ ପାଇ ବେଙ୍ଗାଲୁରୁ ପ୍ଲେ ଅଫ ଦୌଡ଼ରେ ତିଷ୍ଠି ରହିଥିବା ବେଳେ ପଞ୍ଜାବ ୧୨ଟି ମ୍ୟାଚରୁ ୮ ପଏଣ୍ଟ ପାଇ ବିଦା ହୋଇଛି ।

ଏହି ମ୍ୟାଚ ପରେ ପଞ୍ଜାବ ସପ୍ତମ ସ୍ଥାନ ବଜାୟ ରଖିଥିବା ବେଳେ ପଞ୍ଜାବ ନବମ ସ୍ଥାନକୁ ଖସି ଆସିଛି । ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ୬ ୱିକେଟ ବିନିମୟରେ ୨୪୧ ରନ କରିଥିଲା । କୋହଲି ୪୭ ବଲରେ ର୍ବାଧିକ ୯୨ ରନ କରିଥିଲେ । ପଟିଦାର ୨୩ ବଲରେ ୫୫ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଜବାବରେ ପଞ୍ଜାବ ୧୭ରେ ଓଭରରେ ୧୮୧ ରନ କରି ଅଲ ଆଉଟ ହୋଇ ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.