Below header
Browsing Tag

Royal Challengers Bengaluru

ଆଇପିଏଲରୁ ପଞ୍ଜାବ ବିଦା: ୬୦ ରନରେ ପଞ୍ଜାବ କିଙ୍ଗସ୍ କୁ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ

(କେନ୍ୟୁଜ): ଆଇପିଏଲରୁ ପଞ୍ଜାବ ବିଦା । ବେଙ୍ଗାଲୁରୁ ଆଶା ଉଦଜୀବିତ। ଗୁରୁବାର ଖେଳାଯାଇଥିବା ଆଇପିଏଲର ୫୮ତମ ଲିଗ୍ ମ୍ୟାଚର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୬୦ ରନରେ ପଞ୍ଜାବ କିଙ୍ଗସ୍ କୁ ପରାସ୍ତ କରିଛି । ଏହି ବିଜୟ ସହ ୧୨ଟି ମ୍ୟାଚରୁ ୧୦ ପଏଣ୍ଟ ପାଇ ବେଙ୍ଗାଲୁରୁ ପ୍ଲେ ଅଫ ଦୌଡ଼ରେ…

RCBର ହ୍ୟାଟ୍ରିକ ବିଜୟ, ୪ ୱିକେଟରେ ଗୁଜରାଟ ଟାଇଟନ୍ସକୁ ହରାଇଲା ବେଙ୍ଗାଳୁରୁ

(କେନ୍ୟୁଜ): ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ହ୍ୟାଟ୍ରିକ ବିଜୟ । ବେଙ୍ଗାଳୁରୁରେ ଗୁଜରାଟକୁ ହରାଇଲା RCB । ୪ ୱିକେଟରେ ଗୁଜରାଟ ଟାଇଟନ୍ସକୁ ହରାଇଛି ଆରସିବି । ଗୁଜରାଟ ପ୍ରଥମେ ବ୍ୟାଟିଂ କରି ୧୪୭ ରନ୍ ସ୍କୋର କରିଥିଲା । ଏହାର ଜବାବରେ ଆରସିବି ୧୩.୪ ଓଭରରେ ୬ ୱିକେଟ ହରାଇ ଟାର୍ଗେଟ ହାସଲ…

ପରାଜୟ ଧାରାରେ ବ୍ରେକ ଲଗାଇଲା ଆରସିବି, ହାଇଦ୍ରାବାଦକୁ ୩୫ ରନରେ କଲା ଘାଇଲା

(କେନ୍ୟୁଜ): ପରାଜୟ ଧାରାରେ ବ୍ରେକ ଲଗାଇଲା ଆରସିବି । କ୍ରାମାଗତ ୬ ପରାଜୟ ପରେ ତାରକା ଖଚିତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶେଷରେ ଏହି ଧାରାରେ ବ୍ରେକ ଲଗାଇଛି । ଗୁରୁବାର ଖେଳାଯାଇଥିବା ମ୍ୟାଚରେ ହାଇଦ୍ରାବାଦକୁ ୩୫ ରନରେ ହରାଇଛି ଆରସିବି । ଅନ୍ୟପଟେ କ୍ରମାଗତ ୪ ବିଜୟ ପରେ…

ବେକାର ଗଲା ବିରାଟଙ୍କ ଶତକ, ବଟଲରଙ୍କ ଶତକରେ ରାଜସ୍ଥାନ ରୟାଲ୍ସ  ହେଲା ବିଜୟୀ

ବେକାର ଗଲା ବିରାଟଙ୍କ ଶତକ । କୋହଲିଙ୍କ ଶତକକୁ ଫିକା କରିଦେଲେ ଇଂଲିସ୍ ବ୍ୟାଟର ଜୋସ ବଟଲର । ଆରସିବି ପକ୍ଷରୁ ଦିଆଯାଇଥିବା ୧୮୪ ରନର ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲର୍ସ ୫ ବଲ୍ ପୂର୍ବରୁ ମ୍ୟାଚ୍  ଜିତିନେଇଛି। ବଟଲର୍  ଛକା ମାରି ଶତକ ଅର୍ଜନ କରିବା ସହ ଦଳକୁ ଜିତାଇଥିଲେ। ଫଳରେ…

ଆଇପିଏଲ ୨୦୨୪: ବୃଥା ଗଲା କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ, ଦ୍ବିତୀୟ ବିଜୟ ହେଲା କୋଲକାତା ନାଇଟ ରାଇଡର୍ସର

(କେନ୍ୟୁଜ): କୋଲକାତା ନାଇଟ ରାଇଡର୍ସର ଏକତରଫା ବିଜୟ  କୋହଲିଙ୍କ ଅର୍ଦ୍ଧ ଶତକ ବୃଥା ଗଲା । ଚଳିତ ଆଇପିଏଲରେ ପ୍ରଥମ ଦଳ ଭାବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଘରୋଇ ଗ୍ରାଉଣ୍ଡରେ ପରାସ୍ତ ହୋଇଛି । କେହଲି ଚମକପ୍ରଦ ଇନିଂସ ଖେଳିଥିଲେ ମଧ୍ୟ ନାଇଟ ରାଇଡର୍ସ ୭ ୱିକେଟରେ ବିଜୟ ହାସଲ କରି…