Below header
Browsing Tag

criminal video viral

ଜେଲ୍ ଭିତରେ ହତ୍ୟା ଅଭିଯୁକ୍ତର ଲାଇଭ ଭିଡିଓ: କହିଲା ସ୍ୱର୍ଗରେ ଥାଇ ମଜା ନେଉଛି, ଖୁବ ଶୀଘ୍ର ବାହାରୁଛି..

ଉତ୍ତରପ୍ରଦେଶ: ସ୍ୱର୍ଗରେ ଅଛି ସ୍ୱର୍ଗରେ, ସ୍ୱର୍ଗରେ ଥାଇ ମଜା ନେଉଛି, ଖୁବ ଶୀଘ୍ର ବାହାରକୁ ଆସୁଛି, ଚିନ୍ତା କରିବାର ଆବଶ୍ୟକତା ନାହିଁ .... ଏମିତି କଥା କିଏ କହିପାରିବ । ହୁଏତ ଯିଏ ବହୁତ ଖୁସିରେ ଥିବ ନହେଲେ ବିଳାଶପୂର୍ଣ୍ଣ ପରିବେଶରେ ଖୁବ୍ ମଜା ନେଉଥିବ। ଠିକ୍ କହିଲି ନା । ତେବେ ଏଇ…

ରାଜଧାନୀରେ ଅପରାଧୀ ପ୍ରବଳ କିନ୍ତୁ କମିଶନରେଟ ପୋଲିସ ର୍ଦୁବଳ: ଦିନ ଦ୍ବିପ୍ରହରେ ବଢୁଛି ଆତଙ୍କରାଜ୍

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ଅପରାଧୀଙ୍କ ଆତଙ୍କରାଜ । କମିଶନରେଟ୍‌ ପୋଲିସକୁ ଖୋଲା ଚାଲେଞ୍ଜ । କାହାକୁ ଡର ନା ଭୟ ଅଛି । ରାତିରେ ଖଣ୍ଡା, ବନ୍ଧୁକ ଧରି ରାଜରାସ୍ତାରେ ମସଗୁଲ୍‌ । ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ପରେ ଆକ୍ସନ୍‌ ମୁଡରେ ପୋଲିସ । ଗତ ୨୧ ତାରିଖରେ ଘଟିଥିବା ଏହି…