Below header
Browsing Tag

criminals

ନିର୍ବାଚନ ପାଇଁ ପୋଲିସର ପ୍ରସ୍ତୁତି, ଦାଗୀଙ୍କୁ କରାଯିବ ତଡ଼ିପାର୍

ତଡ଼ିପାର ହେବେ ପେସାଦାର ଅପରାଧୀ । ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ କରିବାପାଇଁ ଭୁବନେଶ୍ବର ସହରାଞ୍ଚଳ ପୋଲିସର ପ୍ରସ୍ତୁତି ବୈଠକ। ଡିସିପି ପ୍ରତୀକ ସିଂହ ଙ୍କ ନେତୃତ୍ୱରେ ବୈଠକ ଅନୁଷ୍ଠିତ ହୋଇଛି । ପେସାଦାର ଓ ଅଭ୍ୟାସଗତ ଅପରାଧୀଙ୍କୁ ତଡ଼ିପାର କରାଯିବ। ସେହିଭଳି…

ରାତି ଅଧରେ ଆସି ଜେସିବି ଲଗାଇ ଭାଙ୍ଗିଲେ ଘର, ସିସିଟିଭିରେ କଏଦ ହେଲା ଦୃଶ୍ୟ

କୋଣାର୍କ (କେନ୍ୟୁଜ): ମୁହଁରେ କଳା କପଡ଼ା ବାନ୍ଧି ଓ ମୁଣ୍ଡରେ ଟୋପି ଲଗାଇ ରାତି ଅଧରେ କିଛି ଦୁବୃର୍ତ୍ତ ଜଣଙ୍କ ଘର ସାମ୍ନାରେ ବୁଲୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ମାରଣାସ୍ତ୍ର ଧରି ବୁଲୁଥିବାରୁ ସମସ୍ତଙ୍କ ମନରେ ଛନକା ପଶିଛି । ପରେ ଜେସିବି ଲଗାଇ ଘରକୁ ଭାଙ୍ଗିଥିବା ମଧ୍ୟ ଜଣା…

ସମ୍ବଲପୁର ପୋଲିସ କବଜାରେ ୬ ଦୁର୍ଦ୍ଦାନ୍ତ ଅପରାଧୀ, ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ପୋଲିସ କବଜାରେ ୬ ଦୁର୍ଦ୍ଦାନ୍ତ ଅପରାଧୀ । ସେମାନଙ୍କଠାରୁ ୬ଟି ବନ୍ଧୁକ ସହ ୨୨ ରାଉଣ୍ଡ ଗୁଳି ଜବତ ହୋଇଛି । ଏଥିସହ ପୋଲିସ ଜବତ କରିଛି ଖଣ୍ଡା, ମୋବାଇଲ୍‌ ଫୋନ୍‌ ସହ ଗୋଟିଏ କାର୍‌ ଓ ୨ଟି ବାଇକ୍‌ । ସେମାନଙ୍କ ନିକଟରୁ ୧୧ଲକ୍ଷ ୨୦ ହଜାର ଟଙ୍କା ମିଳିଛି ।…