Below header

ସମ୍ବଲପୁର ପୋଲିସ କବଜାରେ ୬ ଦୁର୍ଦ୍ଦାନ୍ତ ଅପରାଧୀ, ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ

ସମ୍ବଲପୁର ପୋଲିସ କବଜାରେ ୬ ଦୁର୍ଦ୍ଦାନ୍ତ ଅପରାଧୀ । ସେମାନଙ୍କଠାରୁ ୬ଟି ବନ୍ଧୁକ ସହ ୨୨ ରାଉଣ୍ଡ ଗୁଳି ଜବତ ହୋଇଛି । ଏଥିସହ ପୋଲିସ ଜବତ କରିଛି ଖଣ୍ଡା, ମୋବାଇଲ୍‌ ଫୋନ୍‌ ସହ ଗୋଟିଏ କାର୍‌ ଓ ୨ଟି ବାଇକ୍‌ ।

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ପୋଲିସ କବଜାରେ ୬ ଦୁର୍ଦ୍ଦାନ୍ତ ଅପରାଧୀ । ସେମାନଙ୍କଠାରୁ ୬ଟି ବନ୍ଧୁକ ସହ ୨୨ ରାଉଣ୍ଡ ଗୁଳି ଜବତ ହୋଇଛି । ଏଥିସହ ପୋଲିସ ଜବତ କରିଛି ଖଣ୍ଡା, ମୋବାଇଲ୍‌ ଫୋନ୍‌ ସହ ଗୋଟିଏ କାର୍‌ ଓ ୨ଟି ବାଇକ୍‌ । ସେମାନଙ୍କ ନିକଟରୁ ୧୧ଲକ୍ଷ ୨୦ ହଜାର ଟଙ୍କା ମିଳିଛି । ଗିରଫ ଅଭିଯୁକ୍ତଙ୍କ ନାଁରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି । ୬ ଜଣ ବନ୍ଧୁକ କରବାର କରୁଥିବା ଜଣାପଡିଛି । ଅଧିକ ଖୋଳତାଡ କରୁଛି ସମ୍ବଲପୁର ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.