ଅଗଷ୍ଟ ୫ପର୍ଯ୍ୟନ୍ତ କଟକ ସହରର ଏହି ରାସ୍ତାଗୁଡ଼ିକରେ ହେଲା ଯାତାୟାତ କଟକଣା ଜାରି
କଟକ : କଟକ ମଧୁପାଟଣା ଶିଳ୍ପାଞ୍ଚଳରେ ବହୁ ସଂଖ୍ୟାରେ ଶିଳ୍ପ କାର୍ଯ୍ୟକଳାପ ସହ ଜଡିତ ଭାରୀ ଯାନବାହାନ ଚଳାଚଳ କରିବା ହେତୁ, ବିଶେଷକରି ସକାଳ ସମୟରେ (ସକାଳ ୬.୦୦ ଘଣ୍ଟା ଠାରୁ ଦିନ ୧୧.୦୦ ଘଣ୍ଟା ପର୍ଯ୍ୟନ୍ତ) ଏବଂ ସନ୍ଧ୍ୟା ସମୟରେ (ସନ୍ଧ୍ୟା୪.୦୦ ଘଣ୍ଟା ଠାରୁ ସନ୍ଧ୍ୟା ୬.୦୦ ଘଣ୍ଟା…