Below header
Browsing Tag

cyclone in summer

ଖରାଦିନିଆ ବାତ୍ୟା ମୁକାବିଲା ଚିନ୍ତା, ଆଇଏମଡି ସହ ରାଜ୍ୟ ସରକାରଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର (କେନ୍ୟୁଜ): ଖରାଦିନିଆ ବାତ୍ୟା ମୁକାବିଲା ନେଇ ଆଇଏମଡି ସହ ରାଜ୍ୟ ସରକାରଙ୍କ ସମୀକ୍ଷା ବୈଠକ। ଗତ କିଛି ବର୍ଷ ହେଲା ମେ ମାସରେ ରାଜ୍ୟ ପ୍ରତି ରହୁଛି ବାତ୍ୟା ବିପଦ। ଫନି ଓ ଅମ୍ଫାନ ଭଳି ଖରାଦିନିଆ ବାତ୍ୟା ରାଜ୍ୟର ବ୍ୟାପକ କ୍ଷୟକ୍ଷତି କରିଛି । ତେଣୁ ପ୍ରାକ ମୌସୁମୀକାଳୀନ…