Below header
Browsing Tag

cylinder explodes

ଜଳଖିଆ ଦୋକାନରେ ଅଚାନକ ଫାଟିଲା ଗ୍ୟାସ୍ ଟାଙ୍କି, ୬ ଜଣ ଦୋକାନୀଙ୍କ ୮ ବଖରା ଘର ପୋଡି ଜଳି ପାଉଁଶ

ଭଦ୍ରକ(କେନ୍ୟୁଜ୍‌): ଜଳଖିଆ ଦୋକାନରେ ଗ୍ୟାସ ଲଗାଇ ମସଲା ବଘାରୁଥିବା ବେଳେ ଅଚାନକ ଫାଟିଲା ଗ୍ୟାସ୍ ଟାଙ୍କି। ନିଆଁ ଲାଗି ୬ ଜଣ ଦୋକାନୀଙ୍କ ୮ ବଖରା ଘର ପୋଡି ଜଳି ପାଉଁଶ। ଏଭଳି ଘଟଣା ଘଟିଛି ଭଦ୍ରକ -ଆଖଣ୍ଡଳମଣି ରାଜ୍ୟ ରାଜପଥର ସାତ ଭଉଣୀ ବଜାରରେ। ଆଜି ଜଣେ ଜଳଖିଆ ଦୋକାନୀ ସକାଳୁ ଗ୍ୟାସ୍…

ଭୁବନେଶ୍ବର ବୁଦ୍ଧେଶ୍ବରୀ ମନ୍ଦିର ନିକଟସ୍ଥ ଗୁପ୍ତାସ୍ ସୁଇଟ୍ସରେ ଗ୍ୟାସ୍ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ, ୪ ଆହତ

ଭୁବନେଶ୍ବର : କଟକ ରୋଡ଼ ବୁଦ୍ଧେଶ୍ବରୀ ମନ୍ଦିର ନିକଟରେ ଥିବା ଗୁପ୍ତାସ୍ ସୁଇଟ୍ସରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ। ଗତକାଲି ରାତିରେ ଗଟିଥିଲା ଏହି ଅଘଟଣ । ଏଥିରେ ଦୋକାନର ୪ ଜଣ କର୍ମଚାରୀ ଆହତ ଥିବାବେଳେ, ସେମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି…