Browsing Tag

daily infected

ଆଗାମୀ ସପ୍ତାହେ କିମ୍ବା ୧୦ ଦିନ ଭିତରେ ଆହୁରି କମିବ ଦୈନିକ ସଂକ୍ରମଣ କେସ୍: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଗତ କିଛି ଦିନ ହେବ ଦୈନିକ ସଂକ୍ରମଣ ଖସୁଛି । ଗତ ୨୪ ଘଣ୍ଟାରେ ୬୧୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି । ଆଗାମୀ ସପ୍ତାହେ କିମ୍ବା ୧୦ ଦିନ ଭିତରେ ଏହା ଆହୁରି କମିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅନ୍ୟପଟେ କରୋନା…