Browsing Tag

damage crops

ଅଦିନିଆ ବର୍ଷା ପବନ ସାଙ୍ଗକୁ ପ୍ରବଳ କୁଆପଥର ମାଡ଼, ନୂଆପଡ଼ା ଖଡିଆଳ ଅଞ୍ଚଳରେ ଶହ ଶହ ଏକର ଧାନ ଫସନ ସମ୍ପୂର୍ଣ୍ଣ ନଷ୍ଟ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଖଡିଆଳ ଅଞ୍ଚଳରେ ଅଦିନିଆ ବର୍ଷା ଉଜାଡି ଦେଲା ଚାଷ । ବ୍ୟାପକ କ୍ଷୟକ୍ଷତି । ରବି ଧାନ ଫସଲ, ପନିପରିବା ଚାଷ ନଷ୍ଟ ହୋଇଛି । ବର୍ଷା ପବନ ସାଙ୍ଗକୁ ପ୍ରବଳ କୁଆପଥର ମାଡ଼ ହୋଇଥିଲା । ଫଳରେ ଖଡିଆଳ ବ୍ଲକର ତୁକୁଲା, ବହଲପଦର, ଚାନ୍ଦଗିରି ଗାଁରେ ଶହ ଶହ ଏକର ଧାନ ଫସନ…