Below header
Browsing Tag

dangmal

ପର୍ଯ୍ଯଟକଙ୍କ ପାଇଁ ଖୁସି ଖବର: ପ୍ରଥମଥର ପାଇଁ ଭିତରକନିକା ପ୍ରବେଶ ପଥ ଡାଙ୍ଗମାଳରେ ନୌକା ବ୍ଯବସ୍ଥା

ରାଜନଗର(କେନ୍ଯୁଜ୍) : ପ୍ରଥମଥର ପାଇଁ ଭିତରକନିକା ପ୍ରବେଶ ପଥ ଡାଙ୍ଗମାଳରେ ନୌକା ବ୍ଯବସ୍ଥା। । ଭିତରକନିକାର ନୈଶର୍ଗିକ ଶୋଭାରାଜି ଓ ପ୍ରାକୃତିକ ସୈନ୍ଦର୍ଯ୍ଯକୁ ଉପଭୋଗ କରିବାକୁ ଆଉ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିବନି ପର୍ଯ୍ଯଟକଙ୍କୁ । ପୂର୍ବରୁ ଜୟନଗର,ଗୁପ୍ତି ଓ ଖୋଳା ବାଟ ଦେଇ କେବଳ…