Below header
Browsing Tag

daughter found

ଦେଢମାସ ତଳେ ମଲା ଝିଅର ସରିଥିଲା ଅନ୍ତିମ ସଂସ୍କାର, କିନ୍ତୁ ଏବେ ଯାହା ହେଲା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ଗୁରୁବାର ଦିନ ପାଟଣାର ଗୌରୀଚକ ପୋଲିସ ଷ୍ଟେସନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଝିଅ ପହଞ୍ଚି ଦାବି କରିଛି ଯେ ମୁଁ ଜୀବିତ ଅଛି। ସବୁଠାରୁ ଅଦ୍ଭୁତ କଥା ହେଉଛି ଯେ ଝିଅଟି ମୃତ ବୋଲି ଭାବି ପରିବାର ଲୋକେ ତାର ଶବଦାହ କରିଥିଲେ। ବାସ୍ତବରେ ଦେଢ଼ ମାସ…