ଦୟାନଦୀ କୂଳିଆ ଗାଁରେ ଆତଙ୍କ : ଝାଡ଼ାବାନ୍ତିରେ ୪ ଜଣଙ୍କ ମୃତ୍ୟୁ, ୭୮ ଜଣ ଆକ୍ରାନ୍ତ
ପୁରୀ: ପୁରୀ ଜିଲ୍ଲା କଣାସରେ ବ୍ୟାପୁଛି ଝାଡ଼ାବାନ୍ତି । ଏଯାଏ ଝାଡ଼ାବାନ୍ତିରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ୭୮ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଦୟାନଦୀର ଜଳ ଭୀଷଣ ପ୍ରଦୂଷିତ ହୋଇଥିବାରୁ ଝାଡ଼ାବାନ୍ତି ବ୍ୟାପିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କଣାସ ଅଞ୍ଚଳରେ ଦୟା…