ଦୂରଦର୍ଶନରେ ପାଠ ପଢ଼ିବେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ, EDUSAT ଅନ୍ଲାଇନ୍ କ୍ଲାସ ମାଧ୍ୟମରେ ହେବ ପାଠପଢ଼ା
ନୂଆଦିଲ୍ଲୀ: ଲକ୍ଡାଉନ୍ ବେଳେ ଟିଭି ପଢ଼ାଇବ ପାଠ । ଦୂରଦର୍ଶନରେ ପାଠ ପଢ଼ିବେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ। EDUSAT ଅନ୍ଲାଇନ୍ କ୍ଲାସ ମାଧ୍ୟମରେ ହେବ ପାଠପଢ଼ା । ଏନେଇ ସବୁ DEO ଓ BEOଙ୍କୁ ଚିଠି ଲେଖିଲା ଓସେପା । ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରସାରିତ ହେବ । ଦିନକୁ ଦୁଇଥର ମୋଟ…