ଦୂରଦର୍ଶନରେ ପାଠ ପଢ଼ିବେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ, EDUSAT ଅନ୍‌ଲାଇନ୍‌ କ୍ଲାସ ମାଧ୍ୟମରେ ହେବ ପାଠପଢ଼ା

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ବେଳେ ଟିଭି ପଢ଼ାଇବ ପାଠ । ଦୂରଦର୍ଶନରେ ପାଠ ପଢ଼ିବେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ। EDUSAT ଅନ୍‌ଲାଇନ୍‌ କ୍ଲାସ ମାଧ୍ୟମରେ ହେବ ପାଠପଢ଼ା । ଏନେଇ ସବୁ DEO ଓ BEOଙ୍କୁ ଚିଠି ଲେଖିଲା ଓସେପା । ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରସାରିତ ହେବ । ଦିନକୁ ଦୁଇଥର ମୋଟ ୩୪ଟି ଭିଡିଓ ପ୍ରସାରଣ ହେବ । ଦିନ ୧୧ଟାରୁ ୧୨ଟା ଓ ୩.୩୦ରୁ ୪.୩୦ ଯାଏ ଅନ୍‌ଲାଇନ୍‌ କ୍ଲାସରେ ହେବ ପାଠପଢ଼ା । ଗଣିତ,ଇଂରାଜୀ,ଭୂଗୋଳ,SCP,SCL ବିଷୟ ପଢ଼ାଯିବ ।

letter

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.