Browsing Tag

doordarshan

ଲାଇଭ ନ୍ୟୁଜ୍ ପଢୁ ପଢୁ ମୂର୍ଚ୍ଛା ହୋଇଗଲେ ଆଙ୍କର

ପଶ୍ଚିମବଙ୍ଗ : ରେକର୍ଡ ଭାଙ୍ଗୁଛି ତାତି । ଆକାଶରୁ ଯେମିତି ଖସୁଛି ଅଗ୍ନିପିଣ୍ଡୁଳା । ଏହାରି ଭିତରେ ନିଜ କର୍ମ କରୁ କରୁ ଆଜି ମୂର୍ଚ୍ଛା ହୋଇଗଲେ ଜଣେ ମହିଳା ଆଙ୍କର । ଜନସାଧାରଣଙ୍କୁ ଏହି ଗ୍ରୀଷ୍ମ ପ୍ରବାହ ଖବର ଦେଉଥିବା ସମୟରେ ହିଁ ସେ ବସିଥିବା ଚେୟାର ଉପରେ ଟଳିପଡିଥିଲେ । ହଠାତ୍…

ବଦଳିଲା ଦୂରଦର୍ଶନ ଲୋଗୋର ରଙ୍ଗ, ନାଲି ବଦଳରେ ଏବେ ଦିଶିବ ଅରେଞ୍ଜ

ଦୂରଦର୍ଶନ ଲୋଗୋର ରଙ୍ଗ ପରିବର୍ତ୍ତନ ହୋଇଛି । ଦୀର୍ଘ ଦିନ ଧରି ରହି ଆସିଥିବା ଲୋଗୋ ରଙ୍ଗକୁ ବଦଳାଇ ଦିଆଯାଇଛି । ପୂର୍ବରୁ ଲୋଗୋରେ ନାଲି ରଙ୍ଗ ଥିବାବେଳେ ବର୍ତ୍ତମାନ କମଳା ରଙ୍ଗ କରାଯାଇଛି। ଯାହାକୁ ନେଇ ଅନେକ ସମାଲୋଚନା ହୋଉଛି । ଡିଡି ନ୍ୟୁଜର ଅଫିସିଆଲ୍ ଏକ୍ସ ପୋଷ୍ଟରେ ଏକ…

ଦୂରଦର୍ଶନର ଜଣାଶୁଣା ନ୍ୟୁଜ୍‌ ଆଙ୍କର୍‌ ଗୀତାଞ୍ଜଳି ଅୟରଙ୍କ ପରଲୋକ

ଜଣାଶୁଣା ନ୍ୟୁଜ୍‌ ଆଙ୍କର ଗୀତାଞ୍ଜଳି ଅୟରଙ୍କର ବୁଧବାର ୭୬ ବର୍ଷ ବୟସରେ ପରଲୋକ ହୋଇଛି। ସେ ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଦୂରଦର୍ଶନରେ କାମ କରିଥିଲେ। ଅୟରଙ୍କ ନିଧନରେ ତାଙ୍କ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ସୋସିଆଲ ମିଡିଆରେ ଅନେକ ଲୋକ ଅୟରଙ୍କୁ ଶ୍ରଦ୍ଧାଞ୍ଜଳି…

ପ୍ରସାର ଭାରତୀରେ ଭିଡିଓଗ୍ରାଫର ପଦବୀ ପାଇଁ ନିଯୁକ୍ତି, ତୁରନ୍ତ କରନ୍ତୁ ଆବେଦନ

ପ୍ରସାର ଭାରତୀରେ ଚାକିରି କରିବାକୁ ଇଚ୍ଛୁକ ଥିଲେ ଆପଣଙ୍କ ପାଇଁ ଖୁସି ଖବର । ଏଠାରେ ଭିଡିଓଗ୍ରାଫର ପଦବୀ ପାଇଁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ବିଜ୍ଞାପନ ଜାରି ହେବାର ୧୫ ଦିନ ମଧ୍ୟରେ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ତେବେ ଏଥିପାଇଁ ୧୮ ଏପ୍ରିଲରୁ ବିଜ୍ଞାପନ ଜାରି…

ଲକଡାଉନ କୋହଳ ହେବା ପରେ କମୁଛି ଦୂରଦର୍ଶନର ଲୋକପ୍ରିୟତା, ଜାଣନ୍ତୁ ଟପ୍ ୫ରେ ରହିଛି କେଉଁ କେଉଁ ଶୋ’

ଲକଡାଉନ ଘୋଷଣା ହେବା ପରେ ଲୋକଙ୍କୁ ଘରେ ବାନ୍ଧି ରଖିବା ପାଇଁ ଦୂରଦର୍ଶନ ତରଫରୁ ରାମାୟଣ, ମହାଭାରତ, ଉତ୍ତର ରାମାୟଣ ଓ ବିଷ୍ଣୁ ପୁରାଣ ଭଳି ପୌରାଣିକ ଧାରାବାହିକର ପୁନଃପ୍ରସାରଣ ଆରମ୍ଭ ହୋଇଯାଇଛି। ଲୋକମାନେ ମଧ୍ୟ ପ୍ରଥମେ ପ୍ରଥମେ ସେସବୁ ଧାରାବାହିକକୁ ବେଶ ଉପଭୋଗ କରୁଥିଲେ। ଏଣୁ ସେତେବେଳେ…

ବି. ଆର ଚୋପ୍ରାଙ୍କୁ ସମସ୍ୟାରେ ପକାଇଥିଲା ବିଜୁଳୀଖୁଣ୍ଟି, କିଛି ଏପରି ହୋଇଥିଲା ମହାଭାରତ ଯୁଦ୍ଧର ସୁଟିଂ

ଲକଡାଉନ ଚାଲିଥିବାରୁ ବିଆର ଚୋପ୍ରାଙ୍କ 'ମହାଭାରତ' ପୁଣିଥରେ ଦୂରଦର୍ଶନରେ ପ୍ରସାରିତ ହେଉଛି । ଏହି ଶୋକୁ ଦର୍ଶକମାନେ ବହୁତ ପସନ୍ଦ କରୁଛନ୍ତି ଯେଉଁଥିପାଇଁ ଶୋ’ର ଟିଆରପି ମଧ୍ୟ ବହୁତ ଭଲ ଚାଲିଛି । ଏଭଳି ପରିସ୍ଥିତିରେ 'ମହାଭାରତ'ର ସୁଟିଂ ସହ ଜଡିତ କାହାଣୀଗୁଡିକ ବର୍ତ୍ତମାନ ସମୟରେ…

କାଲିଠାରୁ ଦୂରଦର୍ଶନ ମାଧ୍ୟମରେ ପାଠ ପଢିବେ ଦଶମଶ୍ରେଣୀ ଛାତ୍ରଛାତ୍ରୀ,ଜାଣନ୍ତୁ କେଉଁ ସମୟରେ ହେବ ଆରମ୍ଭ

କେନ୍ୟୁଜ(ବ୍ୟୁରୋ): କାଲିଠାରୁ ଦୂରଦର୍ଶନ ମାଧ୍ୟମରେ ପାଠ ପଢିବେ ଦଶମଶ୍ରେଣୀ ଛାତ୍ରଛାତ୍ରୀ। ଦୂରଦର୍ଶନରେ ହେବ ପାଠପଢା। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଇଂରାଜୀ, ଗଣିତ, ବିଜ୍ଞାନ ପାଠ ପଢାଯିବ। ୨୦୧୭-୧୮ ମସିହାରେ ବିଜ୍ଞାନ ପ୍ରଯୁକ୍ତି ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିଲା ସ୍ୱତନ୍ତ୍ର…

ଦୂରଦର୍ଶନରେ ଆଉ ଦେବନି “ରାମାୟଣ”, ଆଜିଠୁ ପ୍ରସାରିତ ହେବ ଲବକୁଶଙ୍କ “ଉତ୍ତର ରାମାୟଣ”

କରୋନା ଲକଡାଉନ ଯୋଗୁ ଏବେ ଦୂରଦର୍ଶନରେ ପ୍ରସିଦ୍ଧ ପୌରାଣିକ ତଥା ଆଧ୍ୟାତ୍ମିକ ଧାରାବାହିକ ରାମାୟଣ ପ୍ରସାରିତ ହେଉଛି। କିନ୍ତୁ ଆଜି ଠାରୁ ଆଉ ଦର୍ଶକ ଟିଭିରେ ରାମାୟଣ ଦେଖିବାକୁ ପାଇବେନାହିଁ। ସୂଚନା ମୁତାବକ ଏପ୍ରିଲ ୧୯ ଅର୍ଥାତ ଆଜିଠାରୁ ଦୂରଦର୍ଶନରେ ରାମାୟଣ ସ୍ଥାନରେ ଉତ୍ତର ରାମାୟଣ…

ଦୂରଦର୍ଶନରେ ପାଠ ପଢ଼ିବେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ, EDUSAT ଅନ୍‌ଲାଇନ୍‌ କ୍ଲାସ ମାଧ୍ୟମରେ ହେବ ପାଠପଢ଼ା

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ବେଳେ ଟିଭି ପଢ଼ାଇବ ପାଠ । ଦୂରଦର୍ଶନରେ ପାଠ ପଢ଼ିବେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ। EDUSAT ଅନ୍‌ଲାଇନ୍‌ କ୍ଲାସ ମାଧ୍ୟମରେ ହେବ ପାଠପଢ଼ା । ଏନେଇ ସବୁ DEO ଓ BEOଙ୍କୁ ଚିଠି ଲେଖିଲା ଓସେପା । ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରସାରିତ ହେବ । ଦିନକୁ ଦୁଇଥର ମୋଟ…

ଦୂରଦର୍ଶନକୁ ପୁଣିଥରେ ଫେରିଲା ପିଲାଙ୍କ ପ୍ରିୟ ଶୋ” ଦ ଜଙ୍ଗଲ ବୁକ”, ଜାଣନ୍ତୁ କେତେବେଳେ ହେବ ପ୍ରସାରିତ

କରୋନା ଲକଡାଉନ ଯୋଗୁ ପୁଣିଥରେ ଦୂରଦର୍ଶନକୁ ଅଶୀ ଓ ନବେ ଦଶକରେ ସିରିୟଲ ଫେରୁଛି। ପ୍ରଥମେ ରାମାୟଣ, ମହାଭାରତ ଓ ତା ପରେ ସର୍କସ ସିରିୟଲ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଫେରିଥିବା ବେଳେ ଏବେ ଏହି ତାଲିକାରେ ଆଉ ଏକ କାର୍ଯ୍ୟକ୍ରମ ଯୋଡ଼ି ହୋଇଛି। ଏବେ ପିଲାଙ୍କର ସବୁଠୁ ପ୍ରିୟ ଶୋ' " ଦ ଜଙ୍ଗଲ…

ପୁଣିଥରେ ଫେରୁଛି ଲୋକପ୍ରିୟ ଧାରାବାହିକ ‘ଶକ୍ତିମାନ’, ଟ୍ୱିଟ଼ କରି ଜଣାଇଲେ ଗଙ୍ଗାଧର

କରୋନା ଭାଇରସ୍ ଯୋଗୁଁ ବିଶ୍ୱବ୍ୟାପୀ ଅନେକ ଦେଶକୁ ଲକ୍ ଡାଉନ୍ କରିଦିଆଯାଇଛି । ତେବେ ଭାରତରେ ମଧ୍ଯ ଲକ୍ ଡାଉନ୍ ଚାଲିଥିବା ବେଳେ ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ ଅନୁରୋଧ କରିଛନ୍ତି ସରକାର । ତେବେ ଏହା ମଧ୍ୟରେ ସୋସିଆଲ ମିଡିଆରେ ଦୂରଦର୍ଶନର ପୁରୁଣା ସିରିଏଲ୍ ଗୁଡିକୁ ପୁଣିଥରେ…

କେବେ ଟିଭିରେ ଆସୁଥିବା ଏହି ଆଡ୍ ସହ ଥିଲା ଗଭୀର ବନ୍ଧୁତା, ୫ ବିଜ୍ଞାପନ ଯାହାର ଧୁନ୍ ଏବେ ବି ବସିଛି ଆମ ହୃଦୟରେ

ଛୋଟ ପରଦା ହେଉ ବା ବଡ଼ ପରଦା । ଯେ କୌଣସି ପ୍ରୋଗ୍ରାମ୍ ଚାଲୁ ନା କାହିଁକି ବିନା ବିଜ୍ଞାପନରେ ଯେମିତି ଏହା ଅସମ୍ପୂର୍ଣ୍ଣ । ଏତେ ବିଜ୍ଞାପନ ପ୍ରସାରଣ ହୁଏ ଯେ ଲାଗେ ଆମେ ସିରିୟଲ୍ ନୁହେଁ ବିଜ୍ଞାପନ ଦେଖୁଛୁ । ତେବେ ୯୦ ଦଶକରେ ସେମିତି ନଥିଲା । ସେତେବେଳେ ଖୁବ୍ କମ୍ ବିଜ୍ଞାପନ ଦେଖିବାକୁ…