କେବେ ଟିଭିରେ ଆସୁଥିବା ଏହି ଆଡ୍ ସହ ଥିଲା ଗଭୀର ବନ୍ଧୁତା, ୫ ବିଜ୍ଞାପନ ଯାହାର ଧୁନ୍ ଏବେ ବି ବସିଛି ଆମ ହୃଦୟରେ

ଛୋଟ ପରଦା ହେଉ ବା ବଡ଼ ପରଦା । ଯେ କୌଣସି ପ୍ରୋଗ୍ରାମ୍ ଚାଲୁ ନା କାହିଁକି ବିନା ବିଜ୍ଞାପନରେ ଯେମିତି ଏହା ଅସମ୍ପୂର୍ଣ୍ଣ । ଏତେ ବିଜ୍ଞାପନ ପ୍ରସାରଣ ହୁଏ ଯେ ଲାଗେ ଆମେ ସିରିୟଲ୍ ନୁହେଁ ବିଜ୍ଞାପନ ଦେଖୁଛୁ । ତେବେ ୯୦ ଦଶକରେ ସେମିତି ନଥିଲା । ସେତେବେଳେ ଖୁବ୍ କମ୍ ବିଜ୍ଞାପନ ଦେଖିବାକୁ ମିଳୁଥିଲା । ଦୁରଦର୍ଶନରେ ଆସୁଥିବା ବିଜ୍ଞାପନର ପହଂଚ ଭାରତର ସବୁ ସବୁ ଘରେ ଥିଲା । ଆଉ ଯାହା ବି ବିଜ୍ଞାପନ ପ୍ରସାରଣ ହେଉଥିଲା ତାହା ଦର୍ଶକଙ୍କ ମନ ଆଉ ମସ୍ତିସ୍କରେ ଘର କରି ରହିଯାଉଥିଲା । ଆସନ୍ତୁ ଦେଖିବା ଲୋକପ୍ରିୟ ବିଜ୍ଞାପନ ।

ଏହା ସହ ପଢନ୍ତୁ ଟିମ୍ ଇଣ୍ଡିଆ ପାଇଁ ନିଜର ବୋଲ୍ଡ ରୂପ ଦେଖାଇଲେ ପୁନମ୍ ପାଣ୍ଡେ, ଶେୟାର କଲେ ଏପରି ଭିଡିଓ

ଯେତେବେଳେ Complan ବିଜ୍ଞାପନରେ ସାହିଦ କପୁର କହୁଥିଲେ i am a Complan Boy ସେତେବେଳେ ଲାଗୁଥିଲା ସତେ ଯେମିତି ହଠାତ୍ ହାଇଟ୍ ବଢିଯାଇଛି । ଘରର ସବୁ ପିଲା Complan ପିଇବା ପାଇଁ ଯିଦ୍ କରୁଥିଲା ।

ସେତେବେଳେ ବରଯାତ୍ରୀଙ୍କ ସ୍ବାଗତ ପାଇଁ ପାନ ପରାଗର ଡିମାଣ୍ଡ ହେଉଥିଲା । ପାନ ପରାଗ୍ ପାନ୍ ମସାଲା ପାନ ପରାଗ ଗୀତ ଆପଣଙ୍କ ମନ ନିଶ୍ଚୟ ଥିବ ।

ସନଡ୍ରପ୍ ତେଲର ବିଜ୍ଞାପନରେ ଯେତେବେଳେ ପିଲା ପୁରୀ ଉପରେ ଡେଇଁ ପଡୁଥିଲା । ଯାହା ସବୁପିଲାଙ୍କୁ ଖୁବ୍ ପସନ୍ଦ ମଧ୍ୟ ଆସୁଥିଲା । କେବଳେ ଛୋଟ ପିଲା କାହିଁକି ବଡ଼ମାନଙ୍କ ମନ ମଧ୍ୟ ଛୁଇଁଯାଇଥିଲା ଏହି ବିଜ୍ଞାପନ ।

ହମାରା କଲ ହମାରା ଆଜ୍ ବୁଲନ୍ଦ ଭାରତ କି ବୁଲନ୍ଦ ତସୱିର୍ – ହମାରା ବଜାଜ୍

ନିରମା ସାବୁନର ଏହି ବିଜ୍ଞାପନ ବିଷୟରେ ତ କିଛି କହିବାର ଆବଶ୍ୟକ ନାହିଁ । ନିଜେ ହିଁ ଦେଖିନିଅନ୍ତୁ ବିଜ୍ଞାପନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.