ରାୟଗଡା: ହାତୀ ଉପଦ୍ରବ ଯୋଗୁ ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି ଗ୍ରାମବାସୀ

ରାୟଗଡା(କେନ୍ୟୁଜ୍): ରାୟଗଡା ଜିଲ୍ଲା ନିୟମଗିରି ପାହାଡରେ ହାତୀ ଉପଦ୍ରବ । ବିଷମ କଟକ ବ୍ଲକ କୁର୍ଲୀ ପଞ୍ଚାୟତର ହୁଣ୍ଡିଝାଲି ଗାଁ ନିକଟରେ ଥିବା ଜଙ୍ଗଲରେ ୨୫ରୁ ଅଧିକ ହାତୀ ଗତ ଦୁଇଦିନ ଧରି ଉପଦ୍ରବ ଚଲାଇଛନ୍ତି । ହାତୀ ଉପଦ୍ରବ ଯୋଗୁ ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି ଲୋକେ। ହାତୀପଲ ହୁଣ୍ଡିଝାଲି ସମେତ ଡାଙ୍ଗଯୋଡି ଓ ଖମ୍ବେସି ଗାଁର ୪୦ଟି ପରିବାରଙ୍କ ଫସଲ ନଷ୍ଟ କରିଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.