ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ କରିଶ୍ମା କପୁରଙ୍କ ପିଲା, ସମ୍ପତ୍ତିରେ ଭାଗ ପାଇଁ କଲେ ଆବେଦନ
ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ କରିଶ୍ମା କପୁରଙ୍କ ପିଲା । ମୃତ ବାପା ସଞ୍ଜୟ କପୁରଙ୍କ ସମ୍ପତ୍ତିରେ ଭାଗ ପାଇଁ ଆବେଦନ କରିଛନ୍ତି କରିଶ୍ମାଙ୍କ ପୁଅ ଏବଂ ଝିଅ । ଆବେଦନରେ ଉଭୟ କହିଛନ୍ତି, ଶାବତ ମାଆ ପ୍ରିୟା ସଚଦେବ ନକଲି ଇଛପତ୍ର କରି ୩୦ ହଜାର କୋଟି ଟଙ୍କାରୁ ସେମାନଙ୍କୁ ବେଦଖଲ…