Browsing Tag

dead in drain

କାହାର ନିଘା ନାହିଁ ! କଟକରେ ପୁଣି ଡ୍ରେନରେ ପଡ଼ି ଗଲା ଜଣଙ୍କ ଜୀବନ

କଟକ(କେନ୍ୟୁଜ୍): କଟକରେ ଡ୍ରେନରେ ପଡ଼ି ଗଲା ପୁଣି ଜଣଙ୍କ ଜୀବନ। କଟକ ବାରପଥର ଅଞ୍ଚଳରେ ଘଟିଛି ଏହି ଘଟଣା।ବାରପଥର ଅଞ୍ଚଳରେ ଥିବା ଡ୍ରେନରେ ଜାଇକା କାର୍ଯ୍ୟରେ ନିୟୋଜିତ ସଫେଇ କର୍ମଚାରୀଙ୍କ ପି. ନର୍ଷିଙ୍ଘାଙ୍କ ମୃତ୍ୟୁ ଘଟିଛି।ତାଙ୍କୁ ୩୨ ବର୍ଷ ହୋଇଥିଲା।ଡ୍ରେନ ନିକଟରେ ସଫେଇ କରୁଥିବା…