Browsing Tag

deadbody alive

କଫିନ ଭିତରୁ ଅଚାନକ ଉଠି ଛିଡ଼ା ହୋଇଗଲା ଶବ, ଛାନିଆ ହୋଇ ଏଣେ ତେଣେ ଦୌଡ଼ିଲେ ଲୋକେ, ଦେଖନ୍ତୁ ଛାତିଥରା ଦୃଶ୍ୟ

ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରଲ ହୋଇଥାଏ, ଯାହାକୁ ନେଇ ଲୋକେ ଖୁବ ଡରି ଯାଇଥାନ୍ତି। ନିକଟରେ ଟ୍ୱିଟରରେ ଏକ ଭିଡିଓ ଖୁବ ଭାଇରଲ ହେଉଛି, ଯେଉଁଥିରେ ଦେଖିବାକୁ ମିଳୁଛି କି, କଫିନ ଭିତରେ ଶୋଇଥିବା ଏକ ମୃତଦେହ ହଠାତ ଜିଇଁ ଉଠୁଛି। ତେବେ କିଛି ଲୋକ ଏହି ଭିଡିଓକୁ ମଜାଳିଆ…

ମରିଯାଇଥିଲା ୧୨ ବର୍ଷର ଝିଅ, ମୃତ ଶରୀରକୁ ମା ଗାଧେଇ ଦେବା ବେଳେ ଅଚାନକ ଉଠି ବସିଲା କଥା ଵି କହିଲା

ଇଣ୍ଡୋନେସିଆର ଇଷ୍ଟ ଜାଭାରୁ ଏକ ଏପରି ମାମଲା ସାମ୍ନାକୁ ଆସିଛି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ୧୨ ବର୍ଷୀୟ ଝିଅର ମୃତ୍ୟୁ ହୋଇଥିଲା । ତବେ ତାଙ୍କ ମା ଝିଅର ମୃତ ଶରୀରକୁ ଗାଧେଇ ଦେବା ବେଳେ ଅଚାନକ ଝିଅଟି ଜୀଵିତ ହୋଇଯାଇଥିଲା । କେବଳ ସେତିକି…