Below header
Browsing Tag

death during playing game

ମୋବାଇଲରେ ଗେମ ଖେଳୁ ଖେଳୁ ଟ୍ରେନ ଧକ୍କାରେ ପ୍ରାଣ ହରାଇଲେ ଛାତ୍ର

ଟାଙ୍ଗୀ(କେ ନ୍ୟୁଜ):  ମୋବାଇଲରେ ପବଜି ଖେଳିବା ହେଲା କାଳ । ଅକାଳରେ ଟ୍ରେନ ଧକ୍କାରେ ଚାଲିଗଲା ଜଣେ ନୀରିହ ଛାତ୍ରର ଜୀବନ । ଖୋର୍ଦ୍ଧା ରେଳ ମଣ୍ଡଳ ଅଧୀନସ୍ଥ ବାଲୁଗାଁ ରେଳବାଇ ପୋଲିସ ଅଧିନସ୍ଥ ଗଙ୍ଗାଧରପୁର ରେଳ ଷ୍ଟେସନ ନିକଟରେ ଟ୍ରେନ୍ ଧକ୍କାରେ ଛାତ୍ର ସୁଶାନ୍ତ ବେହେରାଙ୍କ ମୃତ୍ୟୁ ହୋଇଛି…