Browsing Tag

debabrata suicide

୧୨ଘଣ୍ଟା ପରେ କାଠଯୋଡ଼ିରୁ ମିଳିଲା ଆଉ ଜଣେ ଦେବବ୍ରତଙ୍କ ମୃତଦେହ

କଟକ(କେନ୍ୟୁଜ୍): ୧୨ଘଣ୍ଟା ପରେ କାଠଯୋଡ଼ିରୁ ମିଳିଲା ଦେବବ୍ରତଙ୍କ ମୃତଦେହ। ମୃତକ ଭୁବନେଶ୍ୱର ଗାଡ଼କଣା ଅଞ୍ଚଳର ଦେବବ୍ରତ ମାଝୀ। ଗତକାଲି କାଠଯୋଡ଼ି ତ୍ରିଶୁଳିଆ ବ୍ରିଜ୍‌ରୁ ଡେଇଁଥିଲେ ଦେବବ୍ରତ। କିଛି ଦିନ ହେଲା ସେ ମାନସିକ ଭାରସାମ୍ୟ ହରାଇଥିଲେ । ଗତକାଲି ରାତିରେ ସେ ଏକ ବାଇକରେ ଆସି ବ୍ରିଜ…