Browsing Tag

december 25

ବଡ଼ଦିନ ପାଳନ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଜି ମଧ୍ୟରାତ୍ରିରେ ଧରାବତରଣ କରିବେ ପ୍ରଭୁ ଯୀଶୁ

କନ୍ଧମାଳ: କାଲି ପବିତ୍ର ବଡ ଦିନ । ଆଜି ମଧ୍ୟରାତ୍ରିରେ ଧରାବତରଣ କରିବେ ପ୍ରଭୁ ଯୀଶୁ ।  ବଡଦିନକୁ ଧୁମଧାମରେ ମନେଇବାକୁ କନ୍ଧମାଳ ଜିଲ୍ଲାରେ ଥିବା ବିଭିନ୍ନ ଚର୍ଚ୍ଚ ଗୁଡିକ ଚଳଚଞ୍ଚଳ ହୋଇଛି । ରଙ୍ଗ ବେରଙ୍ଗର ଲାଇଟ, ଭଳିକି ଭଳି ଷ୍ଟାର, ବେଲୁନ୍ ଭଳି ତୋରଣ ମାଳାରେ ଝଲସୁଛି ଚର୍ଚ୍ଚ । ଘରେ…

ମହିଳାଙ୍କ ପାଇଁ ଖୁସି ଖବର: ଡିସେମ୍ବର ୨୫ ଅର୍ଥାତ ବଡ଼ ଦିନରେ ଖାତାକୁ ଆସିବ ସୁଭଦ୍ରା ଟଙ୍କା

ଭୁଵନେଶ୍ଵର : ଡିସେମ୍ବର ୨୫ରେ ଖାତାକୁ ଆସିବ ‘ସୁଭଦ୍ରା’ ଟଙ୍କା ।  ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଇବାକୁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଡିସେମ୍ବର ୬ ସୁଦ୍ଧା ଯୋଗ୍ୟ ଓ ଅଯୋଗ୍ୟ ତାଲିକା ଆସିବ । ମହାନଗର ନିଗମ, ବ୍ଲକସ୍ତରରେ ତାଲିକା…

ପିଠିରେ ଉପହାର ପେଡ଼ି, ମୁହଁରେ ଲମ୍ବା ଦାଢ଼ି, ବଡ଼ଦିନରେ କାହିଁକି ଆସନ୍ତି ସାଣ୍ଟା… କିଏ ଏହି ସାଣ୍ଟା କ୍ଲଜ୍?

ଶାନ୍ତି, ପ୍ରେମ ଓ ଖୁସିର ବାର୍ତ୍ତା ନେଇ ପ୍ରତିବର୍ଷ ୨୫ ଡିସେମ୍ବରରେ ମେରୀ ଖ୍ରୀଷ୍ଟମାସ ପାଳନ କରାଯାଏ । ପ୍ରତିବର୍ଷ ପ୍ରଭୁ ଯୀଶୁଙ୍କ ଜନ୍ମଦିନରେ ସାଣ୍ଟା କ୍ଲଜ୍ ମଧ୍ୟ ଖୁସି ବଣ୍ଟନ କରନ୍ତି ଏବଂ ପିଲାମାନଙ୍କୁ ଉପହାର ଦିଅନ୍ତି ।ଲମ୍ବା ଧଳା ଦାଢ଼ି , ନାଲି ପୋଷାକ, ହାତରେ ଜିଙ୍ଗଲ୍ସ ବେଲ୍…