Browsing Tag

deepa sahu’s funeral

ପଞ୍ଚଭୂତରେ ଲୀନ ହେଲେ ଆଲବମ କୁଇନ ଦୀପା ସାହୁ, ଜନ୍ମମାଟି ଢେଙ୍କାନାଳର ବାଲ୍ୟାମ୍ବା ଗାଁରେ ସମ୍ପନ୍ନ ହେଲା ଶେଷକୃତ୍ୟ

ଢେଙ୍କାନାଳ: ପଞ୍ଚଭୂତରେ ଲୀନ ହେଲେ ଆଲବମ କୁଇନ ଦୀପା ସାହୁ । କର୍କଟ ରୋଗ ସହ ଲଢ଼ି ଜୀବନ ଯୁଦ୍ଧରେ ହାରିଗଲେ ଦୀପା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିବା ପରେ ତାଙ୍କ ମର ଶରୀରକୁ ଜନ୍ମମାଟି ଢେଙ୍କାନାଳର ବାଲ୍ୟାମ୍ବା ଗାଁ ନିଆଯାଇଥିଲା । ସେଠାରେ ତାଙ୍କର…