Browsing Tag

Delhi high court’s green punishment

ଦିଲ୍ଲୀ ହାଇକୋର୍ଟଙ୍କ ସବୁଜ ଦଣ୍ଡ : ୨-ଜି ଅଭିଯୁକ୍ତଙ୍କୁ ଆଦେଶ ଦେଲେ ୪୦ ହଜାର ବୃକ୍ଷରୋପଣ ପାଇଁ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟର ବିଚାରପତି ନଜମି ବଜିର ଆଜି ଏକ ଅଭିନବ ଦଣ୍ଡାଦେଶ ଦେଇଛନ୍ତି । ୨-ଜି ଦୁର୍ନୀତି ଅଭିଯୁକ୍ତ ସାହିଦ ବଲବା ସମେତ ଦୁଇ ଜଣ ବ୍ୟକ୍ତି ଏବଂ ଏଥିରେ ପକ୍ଷ ଥିବା ୩ଟି କମ୍ପାନୀଙ୍କୁ ୪୦ ହଜାର ବୃକ୍ଷ ରୋପଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଖାଲି ସେତିକି ନୁହେଁ, ଏସବୁ…