Below header
Browsing Tag

demo

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା : ଆଜି ହୋଇପାରେ ସିନ୍ ରିକ୍ରିଏସନ; ଡେମୋ ଦେଖାଇବେ ଶର୍ମିଷ୍ଠା

ଭଦ୍ରକ (କେନ୍ୟୁଜ): କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଚାଲିଛି ମାରାଥନ୍‌ ଜେରା। ଆଜି ଅଭିଯୁକ୍ତ ମାନଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମସିନ୍‌ ରିକ୍ରିଏସନ୍‌ କରିପାରେ କ୍ରାଇମବ୍ରାଞ୍ଚ। ଡେମୋ ଦେଖାଇବେ ଶର୍ମିଷ୍ଠା। ଭୁବନେଶ୍ୱର ସୁନ୍ଦରପଦା ଦୟାଲ ଆଶ୍ରମ ପରେ…

ଡେମୋ ଦେଖାଇଲା ATM ଲୁଟେରା: କେମିତି ବୁଲାଉଥିଲା କଳାକନା ସିନ୍ ରିକ୍ରିଏସନ କରିଛି ପୋଲିସ୍

ଭୁବନେଶ୍ବର(କେନ୍ଯୁଜ୍): ଡେମୋ ଦେଖାଇଲା ATM ଲୁଟେରା। ATM ଲୁଟ୍‌ ଟେକନିକ୍‌ର କରାଗଲା ସିନ୍‌ ରିକ୍ରିଏସନ୍‌। ବିଭିନ୍ନ ଏଟିଏମ ରେ କେମିତି ଲୁଟ କରାଯାଉଥିଲା ତାହାର ସିନ ରିକ୍ରିଏସନ କରିଛି ପୋଲିସ । ରାଜ୍ୟ ବାହାରର ତିନି ଅପରାଧୀ କଟକ ଭୁବନେଶ୍ୱର ଓ ପୁରୀରେ ୩୦ରୁ ଅଧିକ ଏଟିଏମ ଲୁଟ କରିଥିବା…