Browsing Tag

devi narayani jatra

ଆସନ୍ତା କାଲି ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ମା’ ନାରାୟଣୀ, ଧୁମଧାମରେ ପାଳିତ ହେଉଛି ଯାତ୍ରା

କନ୍ଧମାଳ(କେନ୍ୟୁଜ): ଫୁଲବାଣୀର ଅଧିଷ୍ଠାତ୍ରୀ ଦେବୀ ଆଦିଶକ୍ତି ମା’ ନାରାୟଣୀଙ୍କ ଯାତ୍ରା ଧୁମଧାମରେ ପାଳିତ ହେଉଛି । ଏହି ଯାତ୍ରା ପ୍ରତି ଦୁଇ ବର୍ଷକୁ ଥରେ ହୁଏ । ମା’ ନିଜ ମନ୍ଦିରରୁ ବାହାରି ନିଜ ଭଉଣୀ ମାନଙ୍କ ସହ ଏକ ଅସ୍ଥାଇ ମଣ୍ଡପରେ ରୁହନ୍ତି । ମା’ ନିଜ ବାପ ଘରେ ସାବିତ୍ରୀ ସାରି…

ପ୍ରତି ଦୁଇ ବର୍ଷରେ ଥରେ ପାଳିତ ହୁଏ ଦେବୀ ନାରାୟଣୀଙ୍କ ଯାତ୍ରା, ଯୋଗ ଦେଇଛନ୍ତି ଅନେକ ଶ୍ରଦ୍ଧାଳୁ

ଫୁଲବାଣୀର ଶାଳବନ ମଧ୍ୟରେ ବିରାଜିତ ହୋଇଛନ୍ତି ସହରର ଅଧିଷ୍ଠାତ୍ରୀ ଦେବୀ ମା ନାରାୟଣୀ। ମା ପ୍ରତ୍ୟକ୍ଷ ଦେବୀ ହୋଇଥିବାରୁ ପିଲାଠରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସବୁ ବର୍ଗର ଲୋକ ମାଆଙ୍କ ଶରଣ ପଶିଥାନ୍ତି। କୁହାଯାଏ ଯେ ମାଆଙ୍କୁ ଦୁଃଖରେ ଡାକିଲେ ଓ କରନ୍ତି। ଆଶିର୍ବାଦ ଦେବା ସହ ସମସ୍ତ ବିପ…