Below header
Browsing Tag

dgp

ଆସନ୍ତା ସୋମବାର ନୂଆ ଡିଜିପି ଭାବେ ଦାୟିତ୍ୱ ନେବେ ୧୯୮୬ ବ୍ୟାଚର IPS ଅଫିସର ଅଭୟ

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତା ସୋମବାର ନୂଆ ଡିଜିପି ଭାବେ ଦାୟିତ୍ୱ ନେବେ ୧୯୮୬ ବ୍ୟାଚର IPS ଅଫିସର ଅଭୟ । ନଭେମ୍ବର ୨୦ରେ ଘୋଷଣା କରିଥିଲେ ରାଜ୍ୟସରକାର । ଏବେ ସତ୍ୟଜିତ ମହାନ୍ତି ଡିଜିପି ଭାବେ ଦାୟିତ୍ୱ ତୁଲାଉଛନ୍ତି । ଅଭୟ ହାଇଦ୍ରାବାଦରେ ଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ…

ସୁପ୍ରିମକୋର୍ଟରେ ଅଯୋଧ୍ୟା ରାୟ ଆସିବା ପରେ ଓଡ଼ିଶାର ସବୁ SPଙ୍କୁ ସଜାଗ ରହିବା ପାଇଁ DGP ବି.କେ ଶର୍ମାଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍):  ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ DGP ବି.କେ ଶର୍ମା କହିଛନ୍ତି, ସବୁ ଜିଲ୍ଲାର SPଙ୍କୁ ସଜାଗ ରହିବାକୁ କୁହାଯାଇଛି। ସମ୍ବେଦନଶୀଳ ଜିଲ୍ଲାରେ ଅଧିକ ଫୋକସ ରଖାଯାଇଛି । ସୋସିଆଲ ମିଡିଆ ଉପରେ ରହିଛି କଡ଼ା ନଜର । ଅପ୍ରୀତିକର ପରିସ୍ଥିତି ସୃଷ୍ଟି…