ସୁପ୍ରିମକୋର୍ଟରେ ଅଯୋଧ୍ୟା ରାୟ ଆସିବା ପରେ ଓଡ଼ିଶାର ସବୁ SPଙ୍କୁ ସଜାଗ ରହିବା ପାଇଁ DGP ବି.କେ ଶର୍ମାଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍):  ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ DGP ବି.କେ ଶର୍ମା କହିଛନ୍ତି, ସବୁ ଜିଲ୍ଲାର SPଙ୍କୁ ସଜାଗ ରହିବାକୁ କୁହାଯାଇଛି। ସମ୍ବେଦନଶୀଳ ଜିଲ୍ଲାରେ ଅଧିକ ଫୋକସ ରଖାଯାଇଛି । ସୋସିଆଲ ମିଡିଆ ଉପରେ ରହିଛି କଡ଼ା ନଜର । ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ।

Leave A Reply

Your email address will not be published.