ସିଲ୍ ହେଲା ବଲେ ବଲେ ଢାବା, ୩ ଦିନରେ ଖାଲି କରିବାକୁ ଜାରି ହୋଇଥିଲା ଲଟକା
ଧର୍ମଶାଳା : ସିଲ୍ ହେଲା ବଲେ ବଲେ ଢାବା । ଚଣ୍ଡିଖୋଲରେ ଧର୍ମଶାଳା ଭଵନ କ୍ୟାମ୍ପସରେ ଥିବା ବଲେ ବଲେ ଢାବା ବ୍ଳକ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ଗତ ୨୮ତାରିଖରେ ୩ ଦିନରେ ଖାଲି କରିବାକୁ ଲଟକା ଜାରି କରାଯାଇଥିଲା। ବିନା କାଗଜପତ୍ରରେ ଧର୍ମଶାଳା ଭବନ ଭିତରେ ଏହି ଢାବା ଚାଲୁଥିବା ଅଭିଯୋଗ…