Below header
Browsing Tag

dhamara

ଧାମରାରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ୫୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଇଲିଶି ପ୍ରଜାତିର ଇଲା ମାଛ

ଚାନ୍ଦବାଲି (କେନ୍ୟୁଜ୍‌) : ଭଦ୍ରକ ଜିଲ୍ଲା ଧାମରା ଜେଟିରେ ଶହ ଶହ ଲୋକ । କିଏ ଜାଲରୁ ମାଛ କାଢିବା ପାଇଁ ବ୍ୟସ୍ତ ତ କିଏ ବହୁ ଦିନ ପରେ ଧାମରା ଜେଟିରେ ଏତେ ପରିମାଣରେ ମାଛ ଧରାପଡିଥିବାରୁ ଦେଖିବାକୁ ଏ ଭିଡ଼ ଲାଗିଛି । ବୋଟରୁ ଜେଟି ପର୍ଯ୍ୟନ୍ତ ଲମ୍ବିଛି ଜାଲ ଆଉ ଜାଲରେ ଛନ୍ଦିହୋଇ ପଡିଛନ୍ତି…

ଭଦ୍ରକ: କୋଇଲା ବୋଝେଇ ମାଲଗାଡିର ୧୩ଟି ବଗି ଲାଇନଚ୍ୟୁତ

ଭଦ୍ରକ (କେନ୍ୟୁଜ୍‌): ଧାମରା ରେଳପଥର ଭଟତୀରରେ କୋଇଲା ବୋଝେଇ ମାଲଗାଡି ଲାଇନଚ୍ୟୁତ। ୧୩ଟି ବଗି ଲାଇନଚ୍ୟୁତ ହୋଇଛି । ପ୍ରବଳ ବର୍ଷାରୁ ରେଳ ଧାରଣା ଦବି ଯାଇଥିବାରୁ ଲାଇନଚ୍ୟୁତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଭଦ୍ରକରୁ ଧାମରା ଯାଉଥିବା ବେଳେ ଏପରି ଅଘଟନ ଘଟିଛି ।