ଭଦ୍ରକ: କୋଇଲା ବୋଝେଇ ମାଲଗାଡିର ୧୩ଟି ବଗି ଲାଇନଚ୍ୟୁତ

ଭଦ୍ରକ (କେନ୍ୟୁଜ୍‌): ଧାମରା ରେଳପଥର ଭଟତୀରରେ କୋଇଲା ବୋଝେଇ ମାଲଗାଡି ଲାଇନଚ୍ୟୁତ। ୧୩ଟି ବଗି ଲାଇନଚ୍ୟୁତ ହୋଇଛି । ପ୍ରବଳ ବର୍ଷାରୁ ରେଳ ଧାରଣା ଦବି ଯାଇଥିବାରୁ ଲାଇନଚ୍ୟୁତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଭଦ୍ରକରୁ ଧାମରା ଯାଉଥିବା ବେଳେ ଏପରି ଅଘଟନ ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.