Browsing Tag

dhanuskoti

ଭାରତରେ ଥିବା ଶୂନଶାନ ସ୍ଥାନ ଧନୁଷକୋଟି, ଯେଉଁଠି ଠିଆ ହେଲେ ଦେଖାଯାଏ ଶ୍ରୀଲଙ୍କା

ତାମିଲନାଡୁର ପୂର୍ବ ତଟ ରାମେଶ୍ୱରମ ଦ୍ୱୀପର ଦକ୍ଷିଣ କୂଳରେ ଏପରି ଏକ ସ୍ଥାନ ରହିଛି, ଯାହାର ନାମ ଧନୁଷକୋଟି। ଭାରତରେ ଶେଷ ଭାଗରେ ଥିବା ଏକ ଶୂନଶାନ ଜାଗା । ଯେଉଁଠାରୁ ଆପଣମାନେ ଶ୍ରୀଲଙ୍କା ଦେଖିପାରିବେ। ପୂର୍ବରୁ ଏହି ସ୍ଥାନରେ ଲୋକ ରହିପାରୁଥିଲେ, କିନ୍ତୁ ଏବେ ଏଠାରେ କେହି ବି…