Below header
Browsing Tag

dhenkanal district court sealed

ଢେଙ୍କାନାଳ ଜିଲ୍ଲା କୋର୍ଟ ତିନି ଦିନ ପାଇଁ ସିଲ୍‌, ୧୦ରୁ ଉର୍ଦ୍ଧ୍ବ କରୋନା ପଜିଟିଭ୍ ଚିହ୍ନଟ ପରେ ନିଷ୍ପତ୍ତି

ଢେଙ୍କାନାଳ(କେନ୍ଯୁଜ୍): ଢେଙ୍କାନାଳ ଜିଲ୍ଲା କୋର୍ଟ ପରିସରକୁ ଜିଲ୍ଲା ପ୍ରଶାସନ ତିନି ଦିନ ପାଇଁ ସିଲ୍‌ କରିଛି। କୋର୍ଟ ପରିସରରେ କିଛି ଜଜଙ୍କ ସମେତ ଦଶରୁ ଉର୍ଦ୍ଧ୍ବ କରୋନା ଚିହ୍ନଟ ହେବା ପରେ ପ୍ରଶାସନ ଏହି ନିଷ୍ପତି ନେଇଛି। ଆଜିଠାରୁ ତିନି ଦିନ ପାଇଁ କୋର୍ଟ ସିଲ କରାଯାଇଥିବା ଜିଲ୍ଲା…