ଢେଙ୍କାନାଳ ଜିଲ୍ଲା କୋର୍ଟ ତିନି ଦିନ ପାଇଁ ସିଲ୍‌, ୧୦ରୁ ଉର୍ଦ୍ଧ୍ବ କରୋନା ପଜିଟିଭ୍ ଚିହ୍ନଟ ପରେ ନିଷ୍ପତ୍ତି

ଢେଙ୍କାନାଳ(କେନ୍ଯୁଜ୍): ଢେଙ୍କାନାଳ ଜିଲ୍ଲା କୋର୍ଟ ପରିସରକୁ ଜିଲ୍ଲା ପ୍ରଶାସନ ତିନି ଦିନ ପାଇଁ ସିଲ୍‌ କରିଛି। କୋର୍ଟ ପରିସରରେ କିଛି ଜଜଙ୍କ ସମେତ ଦଶରୁ ଉର୍ଦ୍ଧ୍ବ କରୋନା ଚିହ୍ନଟ ହେବା ପରେ ପ୍ରଶାସନ ଏହି ନିଷ୍ପତି ନେଇଛି।

ଆଜିଠାରୁ ତିନି ଦିନ ପାଇଁ କୋର୍ଟ ସିଲ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ସମୟରେ ଜରୁରୀ କୋର୍ଟ କାର୍ଯ୍ଯ ଜଜଙ୍କ ଘରେ ସମ୍ପାଦନା କରାଯିବ ବୋଲି ଜଣାପଡିଛି। ବର୍ତ୍ତମାନ ଜିଲ୍ଲାରେ ୮୦୧ ପଜିଟିଭ କେସ୍ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.