ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ, ରିଷଭ ପନ୍ତଙ୍କ ସ୍ଥାନରେ ଏହି ଷ୍ଟାର ଖେଳାଳିଙ୍କୁ ମିଳିଲା ସୁଯୋଗ
ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହେଉଛି । ବିଜୟ ହଜାରେ ଟ୍ରଫିରେ ଜବରଦସ୍ତ ଫର୍ମରେ ନଜର ଆସିବା ପରେ ରିଷଭଙ୍କ ସ୍ଥାନରେ ଧ୍ରୁବ ଜୁରେଲଙ୍କୁ ସ୍ଥାନ ମିଳିଛି । ଆହତ ଜନିତ କାରଣରୁ ଦଳରୁ ବାଦ୍ ପଡିଛନ୍ତି ଓ୍ୱିକେଟ୍ କିପର ଋଷଭ ପନ୍ତ ।
ପନ୍ତ ସିରିଜ୍…